ଥାନା ଆଗରେ ଧାରଣା ଦେଲେ, ରୋଷେଇ କରି ଖାଇଲେ

ଜୟପୁର(ଟି. ଗୌରିଶଙ୍କର): ବିଭିନ୍ନ ଦାବିରେ କୋରାପୁଟ ଜିଲ୍ଲା ଲଷ୍ମୀପୁର ଥାନା ଘେରାଉ କରିଛି କଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ସଂଗଠନ। ଗତକାଲିଠାରୁ ଲଷ୍ମୀପୁର ଥାନା ଘେରାଉ କରିଥିବା କୋଡ଼ିଂଗାମାଲି ସୁରକ୍ଷା ମଞ୍ଚ ସଂଗଠନ ଆଜି ବି ଥାନା ସମ୍ମୁଖରେ ବସି ରହିଛନ୍ତି। ଆନ୍ଦୋଳନକାରୀ ରାତିରେ ଥାନା ସମ୍ମୁଖରେ ବସି ରହିବା ସହ ରୋଷେଇ କରି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭତ୍ତା ବଣ୍ଟନରେ ଅନିୟମିତତା, ବେକାର ଯୁବକ ଯୁବତୀଙ୍କୁ କମ୍ପାନୀରେ ଚାକିରୀ ଏବଂ ଘରୋଇ କମ୍ପାନୀର ଏକଛତ୍ରବାଦ କାର୍ଯ୍ୟକଳାପକୁ […]

jaypur

jaypur

Niharika Rout
  • Published: Friday, 13 March 2020
  • Updated: 13 March 2020, 09:24 AM IST

Sports

Latest News

ଜୟପୁର(ଟି. ଗୌରିଶଙ୍କର): ବିଭିନ୍ନ ଦାବିରେ କୋରାପୁଟ ଜିଲ୍ଲା ଲଷ୍ମୀପୁର ଥାନା ଘେରାଉ କରିଛି କଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ସଂଗଠନ। ଗତକାଲିଠାରୁ ଲଷ୍ମୀପୁର ଥାନା ଘେରାଉ କରିଥିବା କୋଡ଼ିଂଗାମାଲି ସୁରକ୍ଷା ମଞ୍ଚ ସଂଗଠନ ଆଜି ବି ଥାନା ସମ୍ମୁଖରେ ବସି ରହିଛନ୍ତି। ଆନ୍ଦୋଳନକାରୀ ରାତିରେ ଥାନା ସମ୍ମୁଖରେ ବସି ରହିବା ସହ ରୋଷେଇ କରି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଭତ୍ତା ବଣ୍ଟନରେ ଅନିୟମିତତା, ବେକାର ଯୁବକ ଯୁବତୀଙ୍କୁ କମ୍ପାନୀରେ ଚାକିରୀ ଏବଂ ଘରୋଇ କମ୍ପାନୀର ଏକଛତ୍ରବାଦ କାର୍ଯ୍ୟକଳାପକୁ ବିରୋଧ କରି ଆନ୍ଦୋଳନକାରୀ ଧାରଣା ଦେଇଛନ୍ତି । ତେବେ ଆନ୍ଦୋଳନକୁ ୨୪ ଘଣ୍ଟା ବିତିବାକୁ ଯାଇଥିବା ବେଳେ ଏଯାଏ ଜିଲ୍ଲା ପ୍ରଶାସନ  ସେମାନଙ୍କ ସହ ଆଲୋଚନା କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story