ପୂର୍ତ୍ତ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍‌ଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ ଶୁକଦେବ ମେହେରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ଭିଜିଲାନ୍ସ ପକ୍ଷରୁ ମେହେରଙ୍କ ବିଭିନ୍ନ ସ୍ଥାନରେ  ଥିବା ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ମେହେରଙ୍କ ଘରୁ ବିପୁଳ ପରିମାଣର  ଅର୍ଥ ଓ ଅଳଙ୍କାର ସମେତ ବିଭିନ୍ନ ସ୍ଥାନରେ ଘର ଓ ଜମି […]

ORISSA_SECRETARIAT

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 10:51 AM IST

ଭୁବନେଶ୍ୱର: ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ ଶୁକଦେବ ମେହେରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ଭିଜିଲାନ୍ସ ପକ୍ଷରୁ ମେହେରଙ୍କ ବିଭିନ୍ନ ସ୍ଥାନରେ  ଥିବା ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ମେହେରଙ୍କ ଘରୁ ବିପୁଳ ପରିମାଣର  ଅର୍ଥ ଓ ଅଳଙ୍କାର ସମେତ ବିଭିନ୍ନ ସ୍ଥାନରେ ଘର ଓ ଜମି ଠାବ କରାଯାଇଥିଲା।

Related story