ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ହାଇକୋର୍ଟରେ ରଦ୍ଦ

ଭୁବନେଶ୍ୱର : ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଆଶ୍ୱସ୍ତ । ତାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଦାଏର ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ । ପ୍ରକାଶଯୋଗ୍ୟ, ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ଥିବା ସମୟରେ ସପ୍ଲାୟରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଦ୍ୱାରା କର୍ପୋରେସନର ଆର୍ଥିକ କ୍ଷତି ହୋଇଥିବା ଦର୍ଶାଇ ଭିଜିଲାନ୍ସ ପକ୍ଷରୁ ଏତଲା ଦାଏର କରାଯାଇଥିଲା । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଭିଜିଲାନ୍ସ ଏତଲା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ […]

mishra

mishra

Rakesh Mallick
  • Published: Friday, 19 June 2015
  • Updated: 19 June 2015, 09:32 AM IST

Sports

Latest News

ଭୁବନେଶ୍ୱର : ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଆଶ୍ୱସ୍ତ । ତାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଦାଏର ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ । ପ୍ରକାଶଯୋଗ୍ୟ, ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ଥିବା ସମୟରେ ସପ୍ଲାୟରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଦ୍ୱାରା କର୍ପୋରେସନର ଆର୍ଥିକ କ୍ଷତି ହୋଇଥିବା ଦର୍ଶାଇ ଭିଜିଲାନ୍ସ ପକ୍ଷରୁ ଏତଲା ଦାଏର କରାଯାଇଥିଲା । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଭିଜିଲାନ୍ସ ଏତଲା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେବାକୁ ଏପରି ମିଥ୍ୟା ଏତଲା କରାଯାଇଛି ବୋଲି ପ୍ରକାଶ ମିଶ୍ର କୋର୍ଟରେ ଦର୍ଶାଇଥିଲେ। ମାମଲାରେ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଖଣ୍ଡପୀଠ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ପ୍ରକାଶଙ୍କ ବିରୋଧରେ ଦାଏର ଏତଲାରେ କୌଣସି ସ୍ପଷ୍ଟ ଅଭିଯୋଗ ନାହିଁ ତେଣୁ ଏହାକୁ ଖାରଜ କରାଯାଉ ବୋଲି ପ୍ରକାଶଙ୍କ ଓକିଲ ସଂଜୀତ ମହାନ୍ତି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଶୁକ୍ରବାର କୋର୍ଟ ଭିଜିଲାନ୍ସର ଏତଲା ରଦ୍ଦ କରିଛନ୍ତି । ପୂର୍ବତନ ଡିଜି ପ୍ରକାଶ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସତ୍ୟ ଓ ନ୍ୟାୟର ବିଜୟ ହେଲା ମୋର ସ୍ୱଚ୍ଛତାକୁ କୋର୍ଟ ଠିକ୍ ବୋଲି କହିଛନ୍ତି ଏବଂ ମୋ ବିରୋଧରେ ଅଭିଯୋଗ ହାଇକୋର୍ଟରେ ମିଥ୍ୟା ବୋଲି ପ୍ରମାଣିତ ହେଲା। ଅପରପକ୍ଷରେ ଭିଜିଲାନ୍ସ ନିର୍ଦ୍ଦେଶକ କେ .ବି ସିଂହ କହିଛନ୍ତି, କୋର୍ଟର ରାୟ ନକଲ ମିଳିନାହିଁ। ଏହା ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ କଥା ବିଚାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story