ପବ୍ଲିକ ଆକାଉଣ୍ଟସ କମିଟି ବୈଠକରେ ରାଜ୍ୟ ବିଦ୍ୟୁତ ଉତ୍ପାଦନ ପାଇଁ ନେଇଥିବା ପଦକ୍ଷେପ ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ାଶାରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ଥିବା ସମସ୍ୟା ନେଇ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ବୈଠକରେ ଆଲୋଚନା ହୋଇଛି। ମଙ୍ଗଳବାର ଭୁବନେଶ୍ୱରରେ ହୋଇଥିବା ଏହି ବୈଠକରେ ବିଦ୍ୟୁତ ଉତ୍ପାଦନ ନେଇ ରାଜ୍ୟ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ନେଇ ଆଲୋଚନା କରାଯାଇଥିଲା। ସେହିପରି ପାରାଦୀପ ବନ୍ଦରର ବିକାଶ ସାଙ୍ଗକୁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ପରେ ପିଏସି ଅଧ୍ୟକ୍ଷ କେ.ଭି. ଥୋମାସଙ୍କ ନେତୃତ୍ୱରେ ଆସିଥିବା […]

gokula pati

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 02:31 PM IST

ଭୁବନେଶ୍ୱର: ଓଡ଼ାଶାରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ଥିବା ସମସ୍ୟା ନେଇ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ବୈଠକରେ ଆଲୋଚନା ହୋଇଛି। ମଙ୍ଗଳବାର ଭୁବନେଶ୍ୱରରେ ହୋଇଥିବା ଏହି ବୈଠକରେ ବିଦ୍ୟୁତ ଉତ୍ପାଦନ ନେଇ ରାଜ୍ୟ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ନେଇ ଆଲୋଚନା କରାଯାଇଥିଲା। ସେହିପରି ପାରାଦୀପ ବନ୍ଦରର ବିକାଶ ସାଙ୍ଗକୁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ପରେ ପିଏସି ଅଧ୍ୟକ୍ଷ କେ.ଭି. ଥୋମାସଙ୍କ ନେତୃତ୍ୱରେ ଆସିଥିବା ୬ ଜଣିଆ ଟିମ୍ ସଚିବାଳୟ ଯାଇ ମୁଖ୍ୟମନ୍ତୀର ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

Related story