ବିଳମ୍ୱରେ ଆସିପାରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। କାରଣ ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ଜିଲ୍ଲା ଗୁଡିକରେ ଖାତା ଦେଖା ପ୍ରଭାବିତ ହୋଇଥିବାରୁ ଏହି ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ପାଇଁ ବନ୍ଦ ରହିଥିବା ଅଫ୍‌ଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇ ସାରିଥିବା ବେଳେ ଇ-ଭାଲ୍ୟୁଏସନ କିନ୍ତୁ ପ୍ରଭାବିତ ହୋଇଛି। ତେବେ ଇ-ଭାଲ୍ୟୁଏସନ ବନ୍ଦ ଥିବା ୭ଟି କେନ୍ଦ୍ର ମଧ୍ୟରୁ ଆଜିଠୁ ୨ଟି କେନ୍ଦ୍ରରେ ପୁଣି ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ […]

Evaluation-of-plus-two-exam-Answer-papers-hit-badly

Manoranjan Sial
  • Published: Monday, 13 May 2019
  • Updated: 13 May 2019, 08:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। କାରଣ ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ଜିଲ୍ଲା ଗୁଡିକରେ ଖାତା ଦେଖା ପ୍ରଭାବିତ ହୋଇଥିବାରୁ ଏହି ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ପାଇଁ ବନ୍ଦ ରହିଥିବା ଅଫ୍‌ଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇ ସାରିଥିବା ବେଳେ ଇ-ଭାଲ୍ୟୁଏସନ କିନ୍ତୁ ପ୍ରଭାବିତ ହୋଇଛି। ତେବେ ଇ-ଭାଲ୍ୟୁଏସନ ବନ୍ଦ ଥିବା ୭ଟି କେନ୍ଦ୍ର ମଧ୍ୟରୁ ଆଜିଠୁ ୨ଟି କେନ୍ଦ୍ରରେ ପୁଣି ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ମେ' ମାସ ସୁଦ୍ଧା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାର ଫଳ ବାହାର କରିବାକୁ ଚେଷ୍ଟା କରାଯାଉଥିବା CHSE ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story