ଖାଉଟି ସାମଗ୍ରୀ ନପାଇ ଯୋଗାଣ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିଙ୍କୁ ମିଳିବ ମାସିକିଆ ଯୋଗାଣ ସାମଗ୍ରୀ । ରିଟେଲରଙ୍କ ଜରିଆରେ ଏହାର ସୁଷମ ଭାବେ ବଣ୍ଟନ କରାଯିବ। ଖାଉଟିମାନେ ନିୟମିତ ସାମଗ୍ରୀ ପାଉଛନ୍ତିକି ନାହିଁ ତାହା ଯୋଗାଣ ନିରୀକ୍ଷକ ତଦାରଖ କରିବେ । ହେଲେ ଏହି ନିୟମକୁ ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତରେ  ଆଦୌ ପାଳନ କରାଯାଉ ନାହିଁ। ମାସେ ନୁହେଁକି ଦୁଇମାସ ନୁହେଁ। ତିନି ମାସରୁ ଊର୍ଦ୍ଧ୍ୱ ହେବ ଖାଉଟିଙ୍କୁ ଯୋଗାଣ ସାମଗ୍ରୀ ମିଳୁନି । ଫଳରେ ହିତ୍ତାଧିକାରୀମାନେ […]

790

790

Tapas Behera
  • Published: Saturday, 16 March 2019
  • Updated: 16 March 2019, 05:57 PM IST

Sports

Latest News

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିଙ୍କୁ ମିଳିବ ମାସିକିଆ ଯୋଗାଣ ସାମଗ୍ରୀ । ରିଟେଲରଙ୍କ ଜରିଆରେ ଏହାର ସୁଷମ ଭାବେ ବଣ୍ଟନ କରାଯିବ। ଖାଉଟିମାନେ ନିୟମିତ ସାମଗ୍ରୀ ପାଉଛନ୍ତିକି ନାହିଁ ତାହା ଯୋଗାଣ ନିରୀକ୍ଷକ ତଦାରଖ କରିବେ । ହେଲେ ଏହି ନିୟମକୁ ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତରେ  ଆଦୌ ପାଳନ କରାଯାଉ ନାହିଁ। ମାସେ ନୁହେଁକି ଦୁଇମାସ ନୁହେଁ। ତିନି ମାସରୁ ଊର୍ଦ୍ଧ୍ୱ ହେବ ଖାଉଟିଙ୍କୁ ଯୋଗାଣ ସାମଗ୍ରୀ ମିଳୁନି ।

ଫଳରେ ହିତ୍ତାଧିକାରୀମାନେ ଆଜି ରିଟେଲର ପଏଣ୍ଟରେ ପ୍ରତିବାଦ କରିବା ସହ ତଦନ୍ତରେ ଯାଇଥିବା ଯୋଗାଣ ନିରୀକ୍ଷକଙ୍କୁ ଘେରିଥିଲେ । ପଞ୍ଚାୟତର ପାଖାପାଖି ୧୧ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ଆଜକୁ ୪ମାସରୁ ଊର୍ଦ୍ଧ୍ୱ ହେବ ଖାଉଟିମାନଙ୍କୁ ସାମଗ୍ରୀ ଦେବାରେ ରିଟେଲରମାନେ ଅବହେଳା କରିଆସୁଛନ୍ତି।  କିଏ ଦୁଇମାସ ତ’  ଆଉ କିଏ ଚାରିମାସ ହେବ ସାମଗ୍ରୀ ପାଇ ନଥିବା ଅଭିଯୋଗ ହୋଇଛି।

ଏପରିକି ୩୫ କେଜି ପାଇବାକୁ ଥିବା ହିତାଧିକାରୀଙ୍କୁ ପାଞ୍ଚରୁ ଦଶ କିଲୋ  ଚାଉଳଦେଇ ବିଦା କରାଯାଇଥିବା ଅଭିଯୋଗ ହୋଇଛି। ଶତାଧିକ ହିତାଧିକାରୀ ଖାଉଟି ସାମଗ୍ରୀ ପାଇନଥିବା ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏମିତିକି ମାସ ମାସ ଧରି ରିଟେଲରଙ୍କ ଦେଖା ମିଳୁନି। ତେବେ ହିତାଧିକାରୀମାନେ ବକେୟା ସାମଗ୍ରୀ କିପରି ପାଇବେ ତାହା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ତଦନ୍ତରେ ଆସିଥିବା ଯୋଗାଣ ନିରୀକ୍ଷକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story