ପୁଣି ଦୁନିଆ ଦେଖିବେ ଲକ୍ଷ୍ମୀପ୍ରିୟା: ବିଦେଶର ଶିକ୍ଷୟିତ୍ରୀରୁ ବଡ଼ଦାଣ୍ଡର ଭିକାରୀ ସାଜିଥିଲେ

ପୁରୀ(ଓଡ଼ିଶା ରିପୋର୍ଟର):ବଦଳୁଛି ସମୟ, ବଦଳୁଛି ଜୀବନ।  ବିଦେଶର ଶିକ୍ଷୟିତ୍ରୀରୁ ସମୟଚକ୍ରରେ ପଡ଼ି ବଡ଼ଦାଣ୍ଡର ଭିକାରୀ ସାଜିଥିବା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଜୀବନରେ ଆରମ୍ଭ ହୋଇଛି ପୁଣି ଏକ ନୂଆ ଅଧ୍ୟାୟ।  ପୁରୀ ଲାୟନ୍ସ କ୍ଲବ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଉଦ୍ଧାର ହେବା ପରେ ତାଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିରେ ମଧ୍ୟ ସେବା ସୁଶ୍ରୁସା ପରେ ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିଛି। ଲକ୍ଷ୍ମୀପ୍ରିୟାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି […]

nb0

nb0

Tapas Behera
  • Published: Wednesday, 11 March 2020
  • Updated: 11 March 2020, 07:15 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):ବଦଳୁଛି ସମୟ, ବଦଳୁଛି ଜୀବନ।  ବିଦେଶର ଶିକ୍ଷୟିତ୍ରୀରୁ ସମୟଚକ୍ରରେ ପଡ଼ି ବଡ଼ଦାଣ୍ଡର ଭିକାରୀ ସାଜିଥିବା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଜୀବନରେ ଆରମ୍ଭ ହୋଇଛି ପୁଣି ଏକ ନୂଆ ଅଧ୍ୟାୟ।  ପୁରୀ ଲାୟନ୍ସ କ୍ଲବ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଉଦ୍ଧାର ହେବା ପରେ ତାଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିରେ ମଧ୍ୟ ସେବା ସୁଶ୍ରୁସା ପରେ ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିଛି।

ଲକ୍ଷ୍ମୀପ୍ରିୟାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିଲେ। ତାଙ୍କ ଆଖିକୁ ବି ଦେଖା ଯାଉନଥିଲା। ତେବେ ପୁରୀ ଲାୟନ୍ସ କ୍ଲବ୍ ତାଙ୍କୁ ଉଦ୍ଧାର କରିବା ପରେ ଲକ୍ଷ୍ମୀପ୍ରିୟାଙ୍କ ଆଖିରେ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ଡାକ୍ତର କହିଛନ୍ତି। ତେଣୁ ଲକ୍ଷ୍ମୀପ୍ରିୟା ପୁଣି ସ୍ପଷ୍ଟ ଦେଖିପାରିବା ସମ୍ଭାବନା ସୃଷ୍ଟି ହୋଇଛି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିରେ ବି ବେଶ ସୁଧାର ଆସୁଛି।

ଏପଟେ କଟକର ଏକ  ଜରା ନିବାସରେ ଲକ୍ଷ୍ମୀପ୍ରିୟାଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି।  ଆଖି ଭଲ ହୋଇଗଲେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଅନ୍ୟପକ୍ଷରେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ପରେ ସେ ପିଲାମାନଙ୍କୁ ଗଣିତ ଓ ବିଜ୍ଞାନ ପଢିବାରେ ସାହାଯ୍ୟ କରିବାକୁ ଇଛା ବି ରଖିଛନ୍ତି।

ପୁରୀ ଗାର୍ଲସ ହାଇସ୍କୁଲରେ ୫ବର୍ଷ ଶିକ୍ଷକତା ସହ ଗୁଜରାଟ ଓ ଇଥୋପିଆରେ ବି ପିଲାଙ୍କୁ ଜ୍ଞାନ ବାଣ୍ଟିଥିଲେ ଲକ୍ଷ୍ମୀପ୍ରିୟା। ବିଜ୍ଞାନ ଓ ଗଣିତ ବିଷୟରେ ତାଙ୍କର ବେଶ ଦକ୍ଷତା ରହିଛି। ତେବେ ସମୟ ଚକ୍ରରେ ପଡି ତାଙ୍କ ମାନସିକ ଅବସ୍ଥା ଖରାପ ହେବା ସହ ସେ ପୁରୀ ବଡଦାଣ୍ଡରେ ପାଗଳ ପ୍ରାୟ ବୁଲୁଥିଲେ। ଲାୟନ୍ସ କ୍ଲବ୍ ସଦସ୍ୟ ଖବର ପାଇବା ପରେ ତାଙ୍କୁ ବଡ଼ଦାଣ୍ଡରୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story