କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ପାଇଁ ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ବହୁ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ସମାଗମ ହେବ। ତେଣୁ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ପାଇଁ ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ।  ଆଜି ଦିନ ୧୧ଟାରେ ଏହି ବୈଠକ ବସିବ।  ବୈଠକରେ ଶୃଙ୍ଖଳିତ ଦର୍ଶନ ଓ ମନ୍ଦିରରେ ସେଲଫି ଘଟଣା ପରେ ମୋବାଇଲ କଟକଣା ଉପରେ ମଧ୍ୟ ଆଲୋଚନା ହେବ। ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାରାଣୀ ଲୀଳାବତି ପାଟମହାଦେଇଙ୍କ ସହ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ […]

puri

puri

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 07:40 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ବହୁ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ସମାଗମ ହେବ। ତେଣୁ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ପାଇଁ ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ।  ଆଜି ଦିନ ୧୧ଟାରେ ଏହି ବୈଠକ ବସିବ।  ବୈଠକରେ ଶୃଙ୍ଖଳିତ ଦର୍ଶନ ଓ ମନ୍ଦିରରେ ସେଲଫି ଘଟଣା ପରେ ମୋବାଇଲ କଟକଣା ଉପରେ ମଧ୍ୟ ଆଲୋଚନା ହେବ।

ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାରାଣୀ ଲୀଳାବତି ପାଟମହାଦେଇଙ୍କ ସହ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ପରମ୍ପରା ଅନୁଯାୟୀ ଉଭୟେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ।  ଗଜପତି ତିନିଠାକୁରଙ୍କ ଦର୍ଶନ ସହ ପ୍ରାୟ ଦେଢ଼ଘଣ୍ଟା ଧରି ଶ୍ରୀମନ୍ଦିରରେ ରହିବା ସମୟରେ, ଏଏସ୍ଆଇ ପକ୍ଷରୁ ଚାଲିଥିବା ଜଗମୋହନ ମରାମତି କାମର ଟିକିନିଖି ଅନୁଧ୍ୟାନ କରିଥିଲେ।  ଏହି ଅବସରରେ ଏଏସ୍ଆଇ ପକ୍ଷରୁ ଚାଲିଥିବା ମରାମତି କାର୍ଯ୍ୟ ନେଇ ଗଜପତି ସନ୍ତୋଷ ପ୍ରକାଶ କରିବା ସହ ଜଗମୋହନ ମରାମତି ପରେ ନାଟମଣ୍ଡପ ଓ ଗରୁଡ଼ ସ୍ତମ୍ଭ ଉପରିଭାଗ ମରାମତି କାମ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି।  ଏଥିସହ କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ବେହେରଣ ଦ୍ୱାର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଓ ଜଗମୋହନ ମରାମତି କାର୍ଯ୍ୟ ସରିବା ପରେ ନାଟ ମଣ୍ଡପ ଉପରେ ଗୁରୁତ୍ୱ ଦେବାକୁ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତିଙ୍କ ପରିଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଓ  ଏଏସ୍ଆଇ କୋର କମିଟିର ସଦସ୍ୟ ଡଃ ଏନ୍.ସି ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story