ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ଶଟ୍‌ଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମଗ୍ର ପୁରୀ ଜିଲ୍ଲା ଶଟ୍‌ଡାଉନ୍‌ ହେବ। ଶଟ୍‌ଡାଉନ୍‌ କର୍ଫ୍ୟୁ ଭଳି ରହିବ। ଆଜି ରାତି ୯ରୁ ବୁଧବାର ଦିନ ୨ଟା ଯାଏ ଶଟ୍‌ଡାଉନ ବଳବତ୍ତର ରହିବ। ଶଟଡାଉନ ସମୟରେ ବାହାର ଲୋକ ପୁରୀକୁ ଯାଇପାରିବେ ନାହିଁ। ଏପରିକି ପୁରୀ ଜିଲ୍ଲା ଲୋକଙ୍କୁ ବଡ ଦାଣ୍ଡକୁ ଯିବାକୁ ଅନୁମତି ତିଆଯିବନି।  ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ଡିଜି ଅଭୟ। ସେ କହିଛନ୍ତି-“ରଥଯାତ୍ରା ପାଇଁ ପ୍ରଶାସନ ଓ ପୁଲିସ ସଂପୂର୍ଣ୍ଣ ପ୍ରସ୍ତୁତ […]

ratha

ratha

Manoranjan Sial
  • Published: Monday, 22 June 2020
  • Updated: 22 June 2020, 06:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମଗ୍ର ପୁରୀ ଜିଲ୍ଲା ଶଟ୍‌ଡାଉନ୍‌ ହେବ। ଶଟ୍‌ଡାଉନ୍‌ କର୍ଫ୍ୟୁ ଭଳି ରହିବ। ଆଜି ରାତି ୯ରୁ ବୁଧବାର ଦିନ ୨ଟା ଯାଏ ଶଟ୍‌ଡାଉନ ବଳବତ୍ତର ରହିବ। ଶଟଡାଉନ ସମୟରେ ବାହାର ଲୋକ ପୁରୀକୁ ଯାଇପାରିବେ ନାହିଁ। ଏପରିକି ପୁରୀ ଜିଲ୍ଲା ଲୋକଙ୍କୁ ବଡ ଦାଣ୍ଡକୁ ଯିବାକୁ ଅନୁମତି ତିଆଯିବନି।  ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ଡିଜି ଅଭୟ।

ସେ କହିଛନ୍ତି-“ରଥଯାତ୍ରା ପାଇଁ ପ୍ରଶାସନ ଓ ପୁଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୫୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହା ଆମ ପାଇଁ ଚ୍ୟାଲେଞ୍ଜ ରହିବ।”

ମହାମାରୀ ‘କରୋନା’ ପାଇଁ ରଥଯାତ୍ରାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସ୍ନାନ ଯାତ୍ରା ହୋଇଥିଲା। ଏପରିକି ବିଳମ୍ୱରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ରଥଯାତ୍ରା ହେବା ଆଶା କରାଯାଉଥିଲା।

ତେବେ ରଥଯାତ୍ରାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଥିଲା। ଗତ ୧୮ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ ବୋବଡେ ବିଚାର କରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଥିଲେ।  ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ରାୟରେ ପୁନର୍ବିଚାର କରିବା ସହିତ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କ ପାଖରେ ଏକାଧିକ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌.ଏ ବୋବଡେଙ୍କ ଅଧ୍ୟକ୍ଷତାର ବସିଥିବା ୩ ଜଣିଆ ଖଣ୍ଡପିଠ ବିଚାର କରି କିଛି ସର୍ତ୍ତରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଅନ୍ୟପକ୍ଷରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶାସନ ତତ୍ପର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story