କିଏ ଖାଇଲା ଜଗା ଧନ ? ବିଜେପି ଆଣିଲା ୩ କୋଟିର କିକ୍‌ବ୍ୟାକ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭାରେ ଜଗା ପାଣ୍ଠି ତାତି।  କାଳିଆ ଟଙ୍କା ଖାଇଲା କିଏ ନାରାରେ ଆଜି ବିଧାନସଭା କମ୍ପାଇଥିଲେ କଂଗ୍ରେସ ବିଧାୟକ। ବିଜେପି ବିଧାୟକ ଯଦିଓ ଏହି ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇଥିଲେ ତଥାପି କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଯୋଗୁ ଆଜି ଆଲୋଚନା ହୋଇପାରିନଥିଲା । ତେବେ ଗୃହ ବାହାରେ ବିଜେପି ଏଥିରେ ୩ କୋଟିର କିକ୍‌ବ୍ୟାକ ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ୍ ବିଦେଶ ଗସ୍ତ କଥା ଉଠାଇ ସରକାରଙ୍କୁ ନିଶାନା କରିଛି।  ସେପଟେ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ […]

Jagannath-Puri-temple-123-1

Jagannath-Puri-temple-123-1

Tapas Behera
  • Published: Wednesday, 11 March 2020
  • Updated: 11 March 2020, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭାରେ ଜଗା ପାଣ୍ଠି ତାତି।  କାଳିଆ ଟଙ୍କା ଖାଇଲା କିଏ ନାରାରେ ଆଜି ବିଧାନସଭା କମ୍ପାଇଥିଲେ କଂଗ୍ରେସ ବିଧାୟକ। ବିଜେପି ବିଧାୟକ ଯଦିଓ ଏହି ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇଥିଲେ ତଥାପି କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଯୋଗୁ ଆଜି ଆଲୋଚନା ହୋଇପାରିନଥିଲା । ତେବେ ଗୃହ ବାହାରେ ବିଜେପି ଏଥିରେ ୩ କୋଟିର କିକ୍‌ବ୍ୟାକ ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ୍ ବିଦେଶ ଗସ୍ତ କଥା ଉଠାଇ ସରକାରଙ୍କୁ ନିଶାନା କରିଛି।  ସେପଟେ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ।

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ନ ହେଉଣୁ କାଳିଆ ଟଙ୍କା କିଏ ଖାଇଲା ନାରାରେ କମ୍ପିଥିଲା ବିଧାନସଭା। କଂଗ୍ରେସ ବିଧାୟକଙ୍କ ନାରାବାଜି ଯୋଗୁ ଚାଲିପାରିଲାନି ପ୍ରଶ୍ନ କାଳ । ପ୍ରଥମେ ଗୃହକୁ ୧୨ଟା ୩୦ ଓ ପରେ ପୁଣି ସମାନ ଢଙ୍ଗରେ ହୋ ହାଲ୍ଲା ଯୋଗୁ ୩ଟା ଯାଏ ମୁଲତବୀ କରିଥିଲେ ବାଚସ୍ପତି । ଜଗା ଟଙ୍କା ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ଶୀର୍ଷକରେ ବିଜେପି ଦେଇଥିବା ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇପାରିନଥିଲା । ଗୃହ ବାହାରେ କିନ୍ତୁ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ଗୃହରରେ ଆଲୋଚନା ହୋଇ ନପାରିବାକୁ ନେଇ ପରସ୍ପର ଉପରେ ଦୋଷ ଲଦିଥିଲେ। ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିବା ପଛରେ ୩ କୋଟିର କିକ୍‌ବ୍ୟାକ୍ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି । ନିଜ ସ୍ୱାର୍ଥ ପାଇଁ ଘରରୋଇ ବ୍ୟାଙ୍କର ଟଙ୍କା ଜମା କରିଥିବା ଅଧିକାରୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଦାବି କରିଛି।  କଂଗ୍ରେସ୍ ମଧ୍ୟ ଟଙ୍କା ରଖିବା ପଛରେ ଅଧିକାରୀଙ୍କ ସୁଇଜରଲାଣ୍ଡ ଗସ୍ତ ଅଭିଯୋଗ ଆଣି ସରକାରଙ୍କୁ ନିଶାନା କିରଛି । ତେବେ ଏ ପ୍ରସଙ୍ଗରେ ଆଜି ଗୃହରେ ଆଲୋଚନା ହୋଇପାରିନଥିବା ବେଳେ ଆସନ୍ତାକାଲି ହେବ ବୋଲି ରୁଲିଂ ଦେଇଛନ୍ତି ବାଚସ୍ପତି।

ଜଗନ୍ନାଥଙ୍କ ନାଁରେ ଥିବା ଟଙ୍କାକୁ ଉଠାଇବାକୁ ଅନୁମତି ଦେବା ପାଇଁ ହସ୍ତକ୍ଷେପ କରିବାକୁ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ। ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ସେପଟେ ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖାଯିବା ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାଏକ ରାଜ୍ୟ ମାନାବାଧିକାର କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି। ସେହପିରି ଶ୍ରୀଜଗନ୍ନାଥ ସେନା ଆଜି  ସବିଆଇ ପାଖରେ ଫେରାଦ ହୋଇ ଏହି ଘଟଣାରେ ତଦନ୍ତ ପାଇଁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story