ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ଅଭିଯୁକ୍ତ ସେବାୟତଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲ୍ଲା ଅଫିସର୍ସ ସଂଘର ଦାବି

ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲା ଅଫିସର୍ସ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ବିଶୃଙ୍ଖଳିତ ସେବାୟତଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କ  ବିରୋଧରେ  ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପରେ ସଂଘ ପକ୍ଷରୁ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି,“ ନୀଳାଦ୍ରିବିଜେ ବେଳେ ଜିଲ୍ଲାପାଳଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଛି ତାହାର ଦୃଢ଼ […]

puri

puri

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 02:47 PM IST

Sports

Latest News

ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲା ଅଫିସର୍ସ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ବିଶୃଙ୍ଖଳିତ ସେବାୟତଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କ  ବିରୋଧରେ  ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପରେ ସଂଘ ପକ୍ଷରୁ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି,“ ନୀଳାଦ୍ରିବିଜେ ବେଳେ ଜିଲ୍ଲାପାଳଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଛି ତାହାର ଦୃଢ଼ ନିନ୍ଦା କରାଯାଇଛି। ଜିଲ୍ଲାର ଜିଲ୍ଲାପାଳଙ୍କୁ ଯଦି  ଏପରି ଦୁର୍ବ୍ୟବହାର କରାଯାଏ ତାହା ହେଲେ ଆମେ ଆଉ ଜିଲ୍ଲାରେ କାମ କରିପାରିବୁ ନାହିଁ। ଏହାର ପ୍ରତିବାଦରେ ଆମେ ଏସ୍‌ପିଙ୍କୁ ଦେଖା କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦାବି କରିଥିଲୁ । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ପି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।”

ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି,“ମୋଟ ୪ଟି ଟିମ୍ ଗଠନ କରାଯାଇଛି। ଭୁବନେଶ୍ୱରରେ ୨ଟି ଓ ପୁରୀରେ ୨ଟି ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତମାନେ ଧରା ନ ପଡ଼ିଲେ ୱାରେଣ୍ଟ ଜାରି କରାଯିବ। ଆବଶ୍ୟକ ହେଲେ ସେମାନଙ୍କ ସଂପତ୍ତି ଆଟାଚ୍ କରିବାକୁ ବ୍ୟବସ୍ଥା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story