ରତ୍ନଭଣ୍ଡାର ଖୋଲିବାକୁ ବିରୋଧ: ଆତ୍ମାହୁତି ଧମକ ଦେଲେ ପୂଜାପଣ୍ଡା

<p>ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡା ଆତ୍ମାହୁତି ଧମକ ଦେଇଛନ୍ତି। &zwnj;ଆସନ୍ତା ୨୬ ତାରିଖରେ ଯଦି ASI କର୍ତ୍ତୃପକ୍ଷ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପଶିବାକୁ ଉଦ୍ୟମ କରିବେ ତାହେଲେ ସେ ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି।</p> <p>ଗତକାଲି ହାଇକୋର୍ଟ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆସନ୍ତା ୨୬ ଓ ୨୭ରେ ପ୍ରତ୍ନତତ୍ତ୍ୱ ବିଭାଗ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ।</p>

Ordigital Desk
  • Published: Friday, 23 March 2018
  • Updated: 23 March 2018, 10:14 AM IST

Sports

Latest News

<p>ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡା ଆତ୍ମାହୁତି ଧମକ ଦେଇଛନ୍ତି। &zwnj;ଆସନ୍ତା ୨୬ ତାରିଖରେ ଯଦି ASI କର୍ତ୍ତୃପକ୍ଷ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପଶିବାକୁ ଉଦ୍ୟମ କରିବେ ତାହେଲେ ସେ ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି।</p><p>ଗତକାଲି ହାଇକୋର୍ଟ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆସନ୍ତା ୨୬ ଓ ୨୭ରେ ପ୍ରତ୍ନତତ୍ତ୍ୱ ବିଭାଗ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos