ପୁରୀରୁ କଟକ-ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ
କଟକର ପୁରୀ ବସ୍ ଷ୍ଟାଣ୍ଡରେ କର୍ମଚାରୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗରେ ଆଜି ପୁରୀରୁ କଟକ ଓ ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ ରହିଛି। ପୁରୀ ବସ୍ କର୍ମଚାରୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି। କଟକ ଓ ପୁରୀ ବସ୍ ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ କର୍ମଚାରମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।