ମହାପ୍ରଭୁଙ୍କ ଖାତାକୁ ଫେରିବ ଆଉ ୧୦ଏକର ଜମି

ପୁରୀ( ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ରାୟ ଆସିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଖାତାକୁ ପୂର୍ବରୁ ୧୧ ଏକର ୧୪୩ ଡେସିମିଲ ଜମି ଫେରି ଥିବା ବେଳେ ଆଜିର ରାୟ ବଳରେ ଆଉ ୧୦ ଏକର ୧୭ ଡେସିମିଲ ଜମି ଫେରିଛି।  ୧୭୦ଟି ମାମଲାରେ ଫଇସଲା କରି ଏହି ରାୟ ଶୁଣାଇଛନ୍ତି ଓଡ଼ିଶା ଇଷ୍ଟେଟ୍ ଆବୋଲିସନ ବା OEA କଲେକ୍ଟର କମ୍ ତହସିଲଦାର ପ୍ରବୀର କୁମାର ଖିଲାର।  ବାକି ୬ ଏକର […]

C7vmtrXVMAAPfks

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 02:13 PM IST

ପୁରୀ( ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ରାୟ ଆସିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଖାତାକୁ ପୂର୍ବରୁ ୧୧ ଏକର ୧୪୩ ଡେସିମିଲ ଜମି ଫେରି ଥିବା ବେଳେ ଆଜିର ରାୟ ବଳରେ ଆଉ ୧୦ ଏକର ୧୭ ଡେସିମିଲ ଜମି ଫେରିଛି।  ୧୭୦ଟି ମାମଲାରେ ଫଇସଲା କରି ଏହି ରାୟ ଶୁଣାଇଛନ୍ତି ଓଡ଼ିଶା ଇଷ୍ଟେଟ୍ ଆବୋଲିସନ ବା OEA କଲେକ୍ଟର କମ୍ ତହସିଲଦାର ପ୍ରବୀର କୁମାର ଖିଲାର।  ବାକି ୬ ଏକର ୬୦୨ ଡେସିମିଲ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ଶୁଣାଣି ହେବ। ଜମିଦାରୀ ଉଚ୍ଛେଦ ଆଇନ ବଳରେ ଏହି ଜବରଦଖଲ ଜମି ଫେରିଛି।

 

Related story