ଆଜି ଶ୍ରୀଜିଉଙ୍କୁ ୪ ଘଣ୍ଟା ଦର୍ଶନ କରିପାରିବେନି ଭକ୍ତ

ପୁରୀ(ମଧୂସୁଦନ ମିଶ୍ର): ଶ୍ରୀମନ୍ଦିରରେ ଆଜି ପରମ୍ପରା ମୁତାବକ ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମୟରେ ମୁଖ୍ୟ ମନ୍ଦିର ବନ୍ଦ ରହିବ। ଏଥିପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢେ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। କିନ୍ତୁ ଭକ୍ତମାନେ ସେହି ସମୟରେ ବେଢାରେ ଦର୍ଶନ କରିବେ। କେମିତି ହୁଏ ବନକଲାଗି ନୀତି? ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ […]

puri

puri

Jitendra Garnayak
  • Published: Thursday, 24 January 2019
  • Updated: 24 January 2019, 08:40 AM IST

Sports

Latest News

ପୁରୀ(ମଧୂସୁଦନ ମିଶ୍ର): ଶ୍ରୀମନ୍ଦିରରେ ଆଜି ପରମ୍ପରା ମୁତାବକ ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ।

ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମୟରେ ମୁଖ୍ୟ ମନ୍ଦିର ବନ୍ଦ ରହିବ। ଏଥିପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢେ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। କିନ୍ତୁ ଭକ୍ତମାନେ ସେହି ସମୟରେ ବେଢାରେ ଦର୍ଶନ କରିବେ।

କେମିତି ହୁଏ ବନକଲାଗି ନୀତି?
ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଆଦି ଚାରି ବିଗ୍ରହଙ୍କୁ ବନକ ଲାଗି କରାଯାଏ। ଧଳା, କଳା, ନାଲି ଓ ହଳଦିଆ ଭଳି ୪ଟି ରଙ୍ଗ ଏଥିପାଇଁ ବ୍ୟବହୃତ ହୋଇଥାଏ। ଧଳା ପାଇଁ ଶୁଦ୍ଧ ଶଙ୍ଖ ଗୁଣ୍ଡ, କଳାରଙ୍ଗ ପାଇଁ ଦୀପକଳା, ହଳଦିଆ ରଙ୍ଗ ଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଲ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗକୁ ବଟାଯାଇ ରୂପା ପିଙ୍ଗଣରେ ଶୁଦ୍ଧପୁତ ଭାବେ ରଖାଯାଇ କଇଥ ଅଠା ଗୋଳାଇ ଦିଆଯାଏ। ଦତ୍ତମାହାପାତ୍ର ସେବକମାନେ ରତ୍ନସିଂହାସନ ଆରୋହଣ ପୂର୍ବକୁ ମୂଷିକା ତୁଳୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ରଙ୍ଗ ସମୁହକୁ ଲାଗି କରିଥାନ୍ତି। ବନକଲାଗି ନୀତି ସମ୍ପନ୍ନ ହେବା ପରେ ମହାସ୍ନାନ କରାଯାଇ ପୁନଃ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ ଓ ଅନ୍ୟ ନୀତି ବଢିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story