ଆଜି ମହାଳୟା: ବାଇଶି ପାହାଚରେ ପିଣ୍ଡଦାନ କରିବାକୁ ଶ୍ରୀମନ୍ଦିରେ ଭିଡ଼

<p>ଭୁବନେଶ୍ୱର: ଆଜି ମହାଳୟା। ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ଏହା ପଡ଼ିଥାଏ। ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆର୍ଶୀବାଦ ମିଳିଥାଏ। ହିନ୍ଦୁ ଧାର୍ମିକ ସାମାଜିକ ପରମ୍ପରାରେ ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ ଭାବେ ଜଣାଶୁଣା। ଏହି ଦିବସ ଅବସରରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ।</p> <p>ମହାଳୟାରେ ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଠାରେ ପିଣ୍ଡଦାନ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି।</p>

Ordigital Desk
  • Published: Tuesday, 19 September 2017
  • Updated: 19 September 2017, 10:06 AM IST

Sports

Latest News

<p>ଭୁବନେଶ୍ୱର: ଆଜି ମହାଳୟା। ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ଏହା ପଡ଼ିଥାଏ। ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆର୍ଶୀବାଦ ମିଳିଥାଏ। ହିନ୍ଦୁ ଧାର୍ମିକ ସାମାଜିକ ପରମ୍ପରାରେ ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ ଭାବେ ଜଣାଶୁଣା। ଏହି ଦିବସ ଅବସରରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ।</p><p>ମହାଳୟାରେ ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଠାରେ ପିଣ୍ଡଦାନ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos