ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ଅଧିକାର ମିଳୁଛି :ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ଅଧିକାର ମିଳୁଛି। ଭୁବନେଶ୍ୱର ଠାରେ ଜେଣ୍ଡର ଇକ୍ୟୁଟେବୁଲ ଲ୍ୟାଣ୍ଡ ଗଭର୍ନାସ ଷ୍ଟଡି, ଓଡ଼ିଶା ଶୀର୍ଷକ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣି ପ୍ରମୁଖ ଯୋଗ ଦେଇଥିଲେ। ମହିଳାଙ୍କ ପାଇଁ ରାଜ୍ୟରେ ହୋଇଥିବା ଜମି ଅଧିକାର ଉପରେ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ଏନଆରଏମସି ଏବଂ ବିଶ୍ୱ ବ୍ୟାଙ୍କର ମିଳିତ […]

gokul

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 05:58 AM IST

ଭୁବନେଶ୍ୱର: ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ଅଧିକାର ମିଳୁଛି। ଭୁବନେଶ୍ୱର ଠାରେ ଜେଣ୍ଡର ଇକ୍ୟୁଟେବୁଲ ଲ୍ୟାଣ୍ଡ ଗଭର୍ନାସ ଷ୍ଟଡି, ଓଡ଼ିଶା ଶୀର୍ଷକ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣି ପ୍ରମୁଖ ଯୋଗ ଦେଇଥିଲେ। ମହିଳାଙ୍କ ପାଇଁ ରାଜ୍ୟରେ ହୋଇଥିବା ଜମି ଅଧିକାର ଉପରେ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ଏନଆରଏମସି ଏବଂ ବିଶ୍ୱ ବ୍ୟାଙ୍କର ମିଳିତ ଉଦ୍ୟମରେ ଏହି କର୍ମାଶାଳାର ଆୟୋଜନ କରାଯାଇଥିଲା। ଳାଙ୍କୁ ସମାନ ଅଧିକାର ମିଳୁଛି।

Related story