କେତେ ସୁରକ୍ଷିତ ଲୋକାଲ୍ ମେଡ୍ ବ୍ରେଡ୍? ନାହିଁ ମ୍ୟାନୁଫାକ୍ଚରିଂ, ଏକ୍ସପାୟରୀ ଡେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଟି ଲୋକଙ୍କର ପସନ୍ଦ ହେଉଛି ବ୍ରେଡ୍। ଚା’ ପିଇବାକୁ ହେଲେ ତା’ ସହ ଦରକାର ବ୍ରେଡ୍। ବଜାରରେ ଅନେକ କିସମର ବ୍ରେଡ୍ ବିକ୍ରି ହେଉଛି। ଆଉ ଏସବୁ ଲୋକାଲ ମେଡ୍। ହେଲେ ଏହି ବ୍ରେଡ୍ ଭଲ ନା ଖରାପ, ତାହା ଆମେ ମାନେ ଜାଣିପାରୁନାହୁଁ। ବଜାରରେ ଅନେକ ବ୍ରେଡ୍ ବିକ୍ରି ହେଉଛି, ଯାହା ଉପରେ କୌଣସି କମ୍ପାନୀ ବା ଲୋଗୋ ଲାଗି ନାହିଁ। ଆଜି ରାଜ୍ୟର କିଛି ସ୍ଥାନରୁ ବିନା ଲୋଗୋ ବା […]

bread

bread

Ranjit Kumar Jena
  • Published: Tuesday, 24 August 2021
  • Updated: 24 August 2021, 09:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଟି ଲୋକଙ୍କର ପସନ୍ଦ ହେଉଛି ବ୍ରେଡ୍। ଚା’ ପିଇବାକୁ ହେଲେ ତା’ ସହ ଦରକାର ବ୍ରେଡ୍। ବଜାରରେ ଅନେକ କିସମର ବ୍ରେଡ୍ ବିକ୍ରି ହେଉଛି। ଆଉ ଏସବୁ ଲୋକାଲ ମେଡ୍। ହେଲେ ଏହି ବ୍ରେଡ୍ ଭଲ ନା ଖରାପ, ତାହା ଆମେ ମାନେ ଜାଣିପାରୁନାହୁଁ। ବଜାରରେ ଅନେକ ବ୍ରେଡ୍ ବିକ୍ରି ହେଉଛି, ଯାହା ଉପରେ କୌଣସି କମ୍ପାନୀ ବା ଲୋଗୋ ଲାଗି ନାହିଁ। ଆଜି ରାଜ୍ୟର କିଛି ସ୍ଥାନରୁ ବିନା ଲୋଗୋ ବା କମ୍ପାନୀ ଥିବା ବ୍ରେଡ୍ ବିକ୍ରି ନେଇ ଅଭିଯୋଗ ଆସିଛି।

ରାଜଧାନୀ ଭୁବନେଶ୍ୱରରେ ଏଭଳି ମାଳ ମାଳ ଅଭିଯୋଗ ଆସିବା ପରେ ହଠାତ୍ ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇ ଉଠିଛି। ଆଜି ଖାରବେଳନଗର ଅଞ୍ଚଳରେ ଏକ ବେକରୀ ଫ୍ୟାକ୍ଟରୀରେ ଚଢ଼ାଉ କରି ବିଏମସି ଅଧିକାରୀ ଅନସ୍ପଟ୍ ପ୍ରମାଣ ପାଇଛନ୍ତି। ବିଏମସି ଅଧିକାରୀ ସଂପୃକ୍ତ ବେକରୀ କମ୍ପାନୀକୁ ତାଗିଦ୍ କରିଛନ୍ତି ଓ ଫାଇନ୍ ବି କାଟିଛନ୍ତି।

ଚଢ଼ାଉ ସମୟରେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ତେବେ ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ଆଗାମୀ ଦିନରେ ସହର ସାରା ଚଢ଼ାଉ ଚାଲିବ ଏବଂ ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମସି ଅଧିକାରୀ କହିଛନ୍ତି। ଯଦି ଆବଶ୍ୟକ ପଡ଼େ, ତାହେଲେ ଫୁଡ୍ ଲାଇସେନ୍ସ ବି ବାତିଲ ହେବ ବୋଲି କହିଛନ୍ତି ବିଏମସି ଅଧିକାରୀ।

କେବଳ ରାଜଧାନୀ ନୁହେଁ, ସାରା ରାଜ୍ୟରେ ଏମିତି ବେଆଇନ୍ ବେକରୀ ବିକ୍ରି ଦେଖିବାକୁ ମିଳିଛି। ରୌପ୍ୟ ନଗରୀ କଟକର ରାସ୍ତାକଡ଼ରେ ଥିବା କିଛି ଦୋକାନରେ କେକ୍, ପାଉଁରୁଟି, ମୁଡୁକି ଓ ବିସ୍କୁଟ ବିକ୍ରି ହେଉଛି। ଏସବୁ ମଧ୍ୟ ଭଲଭାବେ ପ୍ୟାକିଂ ହୋଇଛି। କିନ୍ତୁ ଏହା କେଉଁ କମ୍ପାନୀର, କୋଉ ଗୋଟିକରେ ବି ଲେଖା ନାହିଁ। ଏଣେ ଗ୍ରାହକ କହୁଛନ୍ତି ଯେ ଆମେ ଭଲ ଖାଉଛୁ କି ଖରାପ, ସେକଥା ଜାଣିନୁ।

ଅନ୍ୟପକ୍ଷରେ ବ୍ୟବସାୟୀ କହୁଛନ୍ତି ଯେ ବର୍ଷ ବର୍ଷ ଧରି ଏମିତି ବେନାମୀ ସାମଗ୍ରୀ ବିକ୍ରି ଚାଲିଛି। ସେପଟେ ବ୍ରହ୍ମପୁରରେ ପାଉଁରୁଟିକୁ ଖଣ୍ଡ ଖଣ୍ଡ କଟାଯାଇ ବିନା ଲେବଲିଂରେ ପ୍ୟାକିଂ କରି ଗ୍ରାହକଙ୍କୁ ବିକ୍ରି ଚାଲିଛି। ଏହାସହ ରାକରେ ବିଭିନ୍ନ ପ୍ରକାରର ବେକରୀ ଆଇଟମ୍ ମଧ୍ୟ ବିକ୍ରି ହେଉଛି। ହେଲେ ଅଧିକାଂଶରେ ମ୍ୟାନୁଫାକ୍ଚରିଂ କି ଏକ୍ସପାୟାରୀ ଡେଟ୍ ନାହିଁ। ଏନେଇ ବ୍ରହ୍ମପୁର ମହାନଗର କମିଶନର କହିଛନ୍ତି-ଏହାର ତଦାରଖ କରିବାକୁ ଫୁଡ୍ ଇନସ୍ପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story