ଚେଇଁ ଶୋଇଥିଲା କମିଶନରେଟ୍‌ ପୁଲିସ୍‌!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋମବାର ରାଜଧାନୀ ଭୁବନେଶ୍ୱର ପାଲଟିଥିଲା ରଣକ୍ଷେତ୍ର। ଡ୍ରାଇଭରଙ୍କ କବ୍‌ଜାକୁ ଚାଲି ଯାଇଥିଲା ରାଜଧାନୀର ରାଜରାସ୍ତା। ହାତଟେକି ନିରବଦ୍ରଷ୍ଟା ସାଜିଥିଲା କମିଶନରେଟ୍‌ ପୁଲିସ୍‌! ଆଉ ୪୦ ଡିଗ୍ରୀ ତାତିରେ ଶିଝିଥିଲେ ସାଧାରଣ ଜନତା, ରୋଗୀ ଓ ଦୂରଦୂରାନ୍ତରୁ ଆସିଥିବା ଲୋକେ। ଏହି ସ୍ଥିତି ଗୁଇନ୍ଦର ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଥିଲା। କିନ୍ତୁ ପରେ ସୂଚନା ଆସିଲା, ରାଜଧାନୀରେ ହଜାର ହଜାର ଡ୍ରାଇଭର ଏକଜୁଟ୍‌ ହେବେ ବୋଲି ରିପୋର୍ଟ ଦେଇଥିଲା ଗୁଇନ୍ଦା। ତେଣୁ ଏବେ […]

Bhubaneswar commissionerate police

Bhubaneswar commissionerate police

Manoranjan Sial
  • Published: Tuesday, 19 April 2022
  • Updated: 19 April 2022, 04:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋମବାର ରାଜଧାନୀ ଭୁବନେଶ୍ୱର ପାଲଟିଥିଲା ରଣକ୍ଷେତ୍ର। ଡ୍ରାଇଭରଙ୍କ କବ୍‌ଜାକୁ ଚାଲି ଯାଇଥିଲା ରାଜଧାନୀର ରାଜରାସ୍ତା। ହାତଟେକି ନିରବଦ୍ରଷ୍ଟା ସାଜିଥିଲା କମିଶନରେଟ୍‌ ପୁଲିସ୍‌! ଆଉ ୪୦ ଡିଗ୍ରୀ ତାତିରେ ଶିଝିଥିଲେ ସାଧାରଣ ଜନତା, ରୋଗୀ ଓ ଦୂରଦୂରାନ୍ତରୁ ଆସିଥିବା ଲୋକେ। ଏହି ସ୍ଥିତି ଗୁଇନ୍ଦର ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଥିଲା। କିନ୍ତୁ ପରେ ସୂଚନା ଆସିଲା, ରାଜଧାନୀରେ ହଜାର ହଜାର ଡ୍ରାଇଭର ଏକଜୁଟ୍‌ ହେବେ ବୋଲି ରିପୋର୍ଟ ଦେଇଥିଲା ଗୁଇନ୍ଦା। ତେଣୁ ଏବେ ପ୍ରଶ୍ନ ଉଠୁଛି, ଯଦି ପୁଲିସ୍‌ ପାଖରେ ଆଗୁଆ ସୂଚନା ଥିଲା, ତାହାହେଲେ ରାଜଧାନୀର ଛାତି ଉପରେ ଛିଡ଼ା ହୋଇ ଡ୍ରାଇଭରମାନେ କେମିତି ତାଣ୍ଡବ ରଚିଲେ? କାହିଁକି ଅସହାୟ ହୋଇପଡ଼ିଥିଲା କମିଶନରେଟ୍‌ ପୁଲିସ୍‌? ପୁଲିସ୍‌ର ଦକ୍ଷତାକୁ ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ଡ୍ରାଇଭର ସଂଘର ଆନ୍ଦୋଳନ ନେଇ ଆଗୁଆ ଗୁଇନ୍ଦା ରିପୋର୍ଟ ଆସିଥିଲା। ସବୁ ଜିଲ୍ଲାର ଏସ୍‌ପି ଓ ଡିସିପିମାନଙ୍କୁ ୧୬ ତାରିଖରେ ଚିଠି କରିଥିଲା ସ୍ପେଶାଲ ବ୍ରାଞ୍ଚ। ଭୁବନେଶ୍ୱରକୁ କେଉଁ ଜିଲ୍ଲାରୁ କେତେ ଆସିବେ, ସ୍ପଷ୍ଟ ତଥ୍ୟ ଦେଇଥିଲା। ୧୭ ତାରିଖ ରାତି ସୁଦ୍ଧା ଆନ୍ଦୋଳନକାରୀ ରାଜଧାନୀରେ ପହଞ୍ଚିବା ନେଇ ଜଣାଇ ଦିଆଯାଇଥିଲା। ମୋଟ୍‌ ୪୦ ହଜାର ଆନ୍ଦୋଳନକାରୀ ଆସିବେ ବୋଲି ରିପୋର୍ଟରେ କୁହାଯାଇଥିଲା। ଡ୍ରାଇଭର ସଂଘର ଯୋଜନା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦିଆଯାଇଥିଲା। ପିଏମ୍‌ଜିରେ ଧାରଣା ପରେ ସେମାନେ ନବୀନ ନିବାସ ଘେରାଉ କରିଥାନ୍ତେ। ଛୋଟ ଛୋଟ ଭାଗରେ ବିଭକ୍ତ ହୋଇ ବିଭିନ୍ନ ମନ୍ତ୍ରୀଙ୍କ ଘର ମଧ୍ୟ ଘେରିଥାନ୍ତେ। ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଯାଇନପାରେ ବୋଲି ରିପୋର୍ଟରେ କୁହାଯାଇଥିଲା। ଏଥିପାଇଁ ଆବଶ୍ୟକ ଆଗୁଆ ପଦକ୍ଷେପ ନେବାକୁ କହିଥିଲା ସ୍ପେଶାଲ ବ୍ରାଞ୍ଚ।

କିନ୍ତୁ ଗତକାଲିର ଭୁବନେଶ୍ୱରର ସ୍ଥିତିକୁ ଦେଖିଲା, ଲାଗୁନଥିଲା କେହିବି କାଣିଚିଏ ପଦକ୍ଷେପ ନେଇଛନ୍ତି। ଆଉ କମିଶନରେଟ ପୁଲିସ୍‌ କଥା ଛାଡ଼ନ୍ତୁ। ଗତକାଲି ଭୋର ୫ଟାରୁ ରାଜଧାନୀର ପ୍ରମୁଖ ରାସ୍ତା ଯଥା- ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ଦେଇ ରାମମନ୍ଦିର ଛକ, ବିଧାନସଭା ସମ୍ମୁଖ ଟ୍ରାଫିକ ଛକରୁ ୪ ନମ୍ବର ଟ୍ରାଫିକ୍ ଛକ, ରାମମନ୍ଦିର ଛକରୁ ବିଗବଜାର ଫ୍ଲାଇଓଭର ଓ ରାମମନ୍ଦିରରୁ ରୂପାଲି ଛକ ପର୍ଯ୍ୟନ୍ତ ସ୍ମାର୍ଟସିଟିର ଏହି ରାସ୍ତାଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ଚଳପ୍ରଚଳ ଏକପ୍ରକାର ଠପ୍ ହୋଇଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଶହ ଶହ ଟ୍ରାଫିକ୍ ପୁଲିସ ଥାଇ ମଧ୍ୟ ଆନ୍ଦୋଳନ କରିବାକୁ ଆସିଥିବା ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ସୁରକ୍ଷିତ ରଖି ସାଧାରଣ ଲୋକଙ୍କ ଚଳପ୍ରଚଳ ସ୍ୱାଭାବିକ କରିବା ପାଇଁ କୌଣସି  ମାଷ୍ଟରପ୍ଲାନ୍ କରିନଥିଲା। ଫଳରେ ରାଜଧାନୀବାସୀ ନାକେଦମ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story