ରବି ଋତୁରେ ଜଳ ସେଚନ ନେଇ ସରକାରଙ୍କ ଆକ୍ସନପ୍ଲାନ୍ ପ୍ରସ୍ତୁତ; ଅଣଧାନ ଫସଲ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରବି ଫସଲ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ରବି ଫସଲ ଓ ଜଳସେଚନ ନେଇ ପ୍ରସ୍ତୁତ କରିଛନ୍ତି ଆକ୍ସନପ୍ଲାନ୍। ଆଜି  ସଚିବାଳୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରସ୍ତୁତ ହୋଇଛି ଏହି ଆକ୍ସନପ୍ଲାନ୍। ଏହି ଯୋଜନା ଅନୁଯାୟୀ ଏଥର ରବି ଋତୁରେ ଧାନ ଫସଲ ଅପେକ୍ଷା ଅଣଧାନ ଫସଲ ଉପରେ ଦିଆଯିବା ଅଧିକ ଗୁରୁତ୍ୱ। ଚାଷୀମାନଙ୍କୁ ଅଧିକ ପରିମାଣରେ ଅଣଧାନ ଚାଷ କରିବା ପାଇଁ ପ୍ରୋତ୍ସାହିତ […]

gokul chandra pati

gokul chandra pati

Rakesh Mallick
  • Published: Friday, 13 November 2015
  • Updated: 13 November 2015, 02:52 PM IST

Sports

Latest News

ଭୁବନେଶ୍ୱର: ରବି ଫସଲ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ରବି ଫସଲ ଓ ଜଳସେଚନ ନେଇ ପ୍ରସ୍ତୁତ କରିଛନ୍ତି ଆକ୍ସନପ୍ଲାନ୍। ଆଜି  ସଚିବାଳୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରସ୍ତୁତ ହୋଇଛି ଏହି ଆକ୍ସନପ୍ଲାନ୍। ଏହି ଯୋଜନା ଅନୁଯାୟୀ ଏଥର ରବି ଋତୁରେ ଧାନ ଫସଲ ଅପେକ୍ଷା ଅଣଧାନ ଫସଲ ଉପରେ ଦିଆଯିବା ଅଧିକ ଗୁରୁତ୍ୱ। ଚାଷୀମାନଙ୍କୁ ଅଧିକ ପରିମାଣରେ ଅଣଧାନ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଜଳଭଣ୍ଡାର ଗୁଡ଼ିକରେ ପାଣିର ସୀମିତତାକୁ ଦୃଷ୍ଟିରେ ରଖି ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାକୁ ପ୍ରଥମ ପର୍ଯ୍ୟାୟରେ ଡିସେମ୍ୱର ୧୫ରୁ ମାର୍ଚ୍ଚ ୧୫ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ୧୫ରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ।

ବିଭିନ୍ନ ଜଳଭଣ୍ଡାର ଗୁଡ଼ିକରେ ଜଳସ୍ଥିତିକୁ ଦୃଷ୍ଟିରେ ରଖି ଚାଷ ଜମିକୁ ଜଳସେଚନ କରିବା ପାଇଁ ଜଳସମ୍ପଦ ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଛନ୍ତି ଯେ ଏଥର ରବି ଫସଲରେ ଧାନ ଅପେକ୍ଷା ଅଣଧାନ ଅଧିକ ଚାଷ କରାଯିବ। ଅଧିକରୁ ଅଧିକ ଅଣଧାନ ଚାଷ କରିବା ପାଇଁ ରାଜ୍ୟର ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ। ଜଳଭଣ୍ଡାରଗୁଡ଼ିକରେ ଉପଲବ୍ଧ ଜଳ ପରିମାଣକୁ ଦୃଷ୍ଟରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଜଳ ଭଣ୍ଡାରଗୁଡ଼ିକରେ କମ୍ ଜଳ ଅଛି। ଧାନ ଫସଲ କଲେ ଅଧିକ ଅଞ୍ଚଳକୁ ଜଳ ଯୋଗାଣ କରି ହେବ ନାହିଁ। କିନ୍ତୁ ଅଣଧାନ ଚାଷ କଲେ ଧାନ ଚାଷ ଅପେକ୍ଷା ଦୁଇ ଗୁଣା ଅବା ତିନି ଗୁଣା ଅଞ୍ଚଳକୁ ଜଳ ଯୋଗାଣ କରି ହେବ। ସେ କହିଛନ୍ତି, କେବଳ ଖାଲୁଆ ଜମିଗୁଡ଼ିକରେ ଧାନ ଚାଷ କରିବାକୁ ଚାଷୀମାନଙ୍କୁ କୁହାଯିବ। କାରଣ ଖାଲୁଆ ଜମିଗୁଡ଼ିକରେ ଅନ୍ୟ ଚାଷ ହୋଇପାରିବ ନାହିଁ। ପୁଣି ଏସଆରଆଇ ପ୍ରଣାଳୀରେ ଧାନ ଚାଷ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏହି ପ୍ରଣାଳୀରେ ୪୦ ପ୍ରତିଶତ କମ୍ ଜଳ ଦରକାର ହୋଇଥାଏ।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି, ରବି ଋତୁ ସହିତ ଆସନ୍ତା ଖରା ଦିନେ ମଧ୍ୟ ହେଉଥିବା ଚାଷରେ ଧାନ ବଦଳରେ ଅଣଧାନ କରିବା ପାଇଁ ଚାଷୀମାନଙ୍କୁ କୁହାଯିବ। ପ୍ରସ୍ତୁତ ଆକ୍ସନପ୍ଲାନ୍ ଅନୁଯାୟୀ ପ୍ରତ୍ୟେକ ଜଳ ସେଚନ ପ୍ରକଳ୍ପର ଆୟକଟରେ ଏକ ସମନ୍ୱୟ କମିଟି ଗଠନ କରାଯିବ। ଏଥିରେ କୃଷି, ଜଳ ସେଚନ, ଶକ୍ତି, ସ୍ଥାନୀୟ ପାଣି ପଞ୍ଚାୟତର ସଦସ୍ୟ ତଥା ବିଶେଷଜ୍ଞମାନଙ୍କୁ ସାମିଲ କରାଯିବ। ଏହି କମିଟି ସରକାରଙ୍କ ଯୋଜନା ଠିକ୍ ଢଙ୍ଗରେ କାର୍ଯ୍ୟ କରୁଛି ନା ନାହିଁ ତାହା ଉପରେ ନଜର ରଖିବେ। ତା’ସହିତ ଆବଶ୍ୟକ ପରାମର୍ଶ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story