ସମ୍ବଲପୁରରେ ଧାନ ମିଲ୍‌ରେ ଚଢ଼ାଉ

<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଞ୍ଚଳରେ ଧାନ ମିଲ୍ ଉପରେ ଜିଲ୍ଲା ଯୋଗାଣ ଓ ରାଜସ୍ୱ ବିଭାଗର ୫ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ମିଲର୍ସମାନେ ବାହାର ରାଜ୍ୟରୁ ଧାନ ଆଣି ମିଲ୍&zwnj;ରେ ମହଜୁଦ ରଖିଥିବା ଅଭିଯୋଗ ହେବା ପରେ ଏହି ଚଢାଉ କରାଯାଇଛି।ଲେ&nbsp; ତେଣୁ ଚଢ଼ାଉ କରିଛି</p> <p>ଗତକାଲି ମଧ୍ୟ କେତେକ ଧାନ ମିଲ୍&zwnj;ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମଣ୍ଡିରେ ଚାଷୀମାନେ ଧାନ ବିକିବା ଆଗରୁ ହିଁ ମିଲର୍ସମାନେ ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣୁଥିବା ଅଭିଯୋଗ ହୋଇଥିଲା।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 05:47 PM IST

Sports

Latest News

<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଞ୍ଚଳରେ ଧାନ ମିଲ୍ ଉପରେ ଜିଲ୍ଲା ଯୋଗାଣ ଓ ରାଜସ୍ୱ ବିଭାଗର ୫ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ମିଲର୍ସମାନେ ବାହାର ରାଜ୍ୟରୁ ଧାନ ଆଣି ମିଲ୍&zwnj;ରେ ମହଜୁଦ ରଖିଥିବା ଅଭିଯୋଗ ହେବା ପରେ ଏହି ଚଢାଉ କରାଯାଇଛି।ଲେ&nbsp; ତେଣୁ ଚଢ଼ାଉ କରିଛି</p><p>ଗତକାଲି ମଧ୍ୟ କେତେକ ଧାନ ମିଲ୍&zwnj;ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମଣ୍ଡିରେ ଚାଷୀମାନେ ଧାନ ବିକିବା ଆଗରୁ ହିଁ ମିଲର୍ସମାନେ ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣୁଥିବା ଅଭିଯୋଗ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos