ଟିନା ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାଇଘର ବନ୍ଦ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କେବିକଙ୍ଗା ଗାଁର ନବବଧୂ ଟିନା ମିସ୍ତ୍ରୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଗାଁ ଲୋକେ ଆଜି ରାଇଘର ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଯୋଗୁ ରାଇଘରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିସହ ରାଇଘର-ଉମରକୋଟ ଓ ରାଇଘର-ଛତିଶଗଡ଼କୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗାଁର ଶତାଧିକ ମହିଳା ଓ ପୁରୁଷ ରାଇଘର ମୁଖ୍ୟ ବଜାର ଉପରେ ରାସ୍ତା ଅବରୋଧ କରି […]

umercourt

umercourt

Jyoshna Pradhan
  • Published: Thursday, 17 October 2019
  • Updated: 17 October 2019, 02:33 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କେବିକଙ୍ଗା ଗାଁର ନବବଧୂ ଟିନା ମିସ୍ତ୍ରୀ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଗାଁ ଲୋକେ ଆଜି ରାଇଘର ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଯୋଗୁ ରାଇଘରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିସହ ରାଇଘର-ଉମରକୋଟ ଓ ରାଇଘର-ଛତିଶଗଡ଼କୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗାଁର ଶତାଧିକ ମହିଳା ଓ ପୁରୁଷ ରାଇଘର ମୁଖ୍ୟ ବଜାର ଉପରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି।

ସୂଚନାଯୋଗ୍ୟ, କେବିକଙ୍ଗା ଗାଁର ବୃନ୍ଦାବନ ବିଶ୍ୱାସଙ୍କ ଏକମାତ୍ର କନ୍ୟା ଟିନା ବିଶ୍ୱାସ ସେହି ଗାଁର ସୁମିତ ମିସ୍ତ୍ରୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ଛଅ ମାସ ପରେ ଅର୍ଥାତ୍ ଗତ ମାସ ୨୨ ତାରିଖରେ ଟିନା ନିଖୋଜ ଥିବା ନେଇ ତାଙ୍କ ଶ୍ୱଶୁର ଘର ଲୋକେ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ। ତା'ପର ଦିନ ଟିନାଙ୍କ ମୃତଦେହ ତାଙ୍କ କକାଙ୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଟିନାଙ୍କ ମୃତଦେହରେ ଅନେକ କ୍ଷତ ଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଭାବେ ବାପା ବୃନ୍ଦାବନ ବିଶ୍ୱାସ ଅଭିଯୋଗ କରିଥିଲେ।

ଏହାପରେ କୁନ୍ଦେଇ ପୁଲିସ୍ ଘଟଣାର ତଦନ୍ତ କରି ଟିନାଙ୍କ ଶ୍ୱଶୁର ପରିତୋଷ ମିସ୍ତ୍ରୀ ଏବଂ ସ୍ୱାମୀ ସୁମିତ ମିସ୍ତ୍ରୀକୁ ଗିରଫ କରି ଗତ ୨୭ ତାରିଖରେ   କୋର୍ଟଚାଲାଣ  କରିଥିଲା। ତେବେ ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ୍‌ ବର୍ତ୍ତମାନ ସୁଦ୍ଧା ଗିରଫ କରୁ ନ ଥିବା ଗାଁ ଲୋକେ ଅଭିଯୋଗ  କରିଛନ୍ତି। ଏନେଇ ସେମାନେ ଏସ୍‌ପିଙ୍କୁ ଭେଟିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ରାଇଘର ବନ୍ଦ କରାଯାଇଥିବା ଆନ୍ଦୋଳନକାରୀ କହିଛନ୍ତି। ପୁଲିସ୍ ଜାଣିଶୁଣି ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story