ଏହି ସବୁ ଟ୍ରେନ୍‌ଗୁଡ଼ିକର ଗନ୍ତବ୍ୟସ୍ଥଳ ବଦଳିଲା, ଏଣିକି ଆହୁରି ଆଗକୁ ଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ମନ୍ତ୍ରାଳୟ ପକ୍ଷରୁ କିଛି ଟ୍ରେନ୍‌କୁ ସଂପ୍ରସାରଣ କରାଯାଇଛି। ଅର୍ଥାତ୍ ଏଗୁଡ଼ିକର ଗନ୍ତବ୍ୟସ୍ଥଳରେ ପରିବର୍ତ୍ତନ କରାଯାଇଛି। ଏହି ସବୁ ଟ୍ରେନ୍‌ଗୁଡ଼ିକ ପୂର୍ବରୁ ଯେଉଁ ସ୍ଥାନ ପର୍ଯ୍ୟନ୍ତ ଯାଉଥିଲେ, ଏବେ ସେଠାରୁ ଆଗକୁ ଯିବେ। କେବେଳ ଓଡ଼ିଶା ମଧ୍ୟରେ ଚଳାଚଳ କରୁଥିବା କିଛି ଟ୍ରେନ୍‌କୁ ପଡ଼ୋଶୀ ରାଜ୍ୟ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଥିବା ବେଳେ କେବଳ ପଡ଼ୋଶୀ ରାଜ୍ୟରେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକୁ ଓଡ଼ିଶା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଏହିକ୍ରମରେ ରାଉରକେଲା ଓ କୋରାପୁଟ ମଧ୍ୟରେ ଚଳାଚଳ […]

train

train

Jitendra Garnayak
  • Published: Thursday, 24 January 2019
  • Updated: 24 January 2019, 07:54 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ମନ୍ତ୍ରାଳୟ ପକ୍ଷରୁ କିଛି ଟ୍ରେନ୍‌କୁ ସଂପ୍ରସାରଣ କରାଯାଇଛି। ଅର୍ଥାତ୍ ଏଗୁଡ଼ିକର ଗନ୍ତବ୍ୟସ୍ଥଳରେ ପରିବର୍ତ୍ତନ କରାଯାଇଛି। ଏହି ସବୁ ଟ୍ରେନ୍‌ଗୁଡ଼ିକ ପୂର୍ବରୁ ଯେଉଁ ସ୍ଥାନ ପର୍ଯ୍ୟନ୍ତ ଯାଉଥିଲେ, ଏବେ ସେଠାରୁ ଆଗକୁ ଯିବେ।

କେବେଳ ଓଡ଼ିଶା ମଧ୍ୟରେ ଚଳାଚଳ କରୁଥିବା କିଛି ଟ୍ରେନ୍‌କୁ ପଡ଼ୋଶୀ ରାଜ୍ୟ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଥିବା ବେଳେ କେବଳ ପଡ଼ୋଶୀ ରାଜ୍ୟରେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକୁ ଓଡ଼ିଶା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।

ଏହିକ୍ରମରେ ରାଉରକେଲା ଓ କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ରାଉରକେଲା-କୋରାପୁଟ ଏକ୍ସପ୍ରେସକୁ ଛତିଶଗଡ଼ର ଜଗଦଲପୁର ଯାଏ ସଂପ୍ରସାରଣ କରାଯାଇଛି। କଟକ ଓ ବ୍ରହ୍ମପୁର ମଧ୍ୟରେ ଯାତାୟତ କରୁଥିବା ମେମୁ ଟ୍ରେନକୁ ଆନ୍ଧ୍ରପ୍ରଦେଶର ଇଛାପୁରମ୍‌ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।

ଅନ୍ୟପକ୍ଷରେ ବିଶାଖାପାଟଣାରୁ ପଲାସା ଯା’ଆସ କରୁଥିବା ଟ୍ରେନକୁ ବ୍ରହ୍ମପୁର ଯାଏ ସଂପ୍ରସାରଣ କରିଛି ରେଳ ମନ୍ତ୍ରାଳୟ।

ସେହିପରି ବଡ୍‌ବିଲ୍ ଓ କେନ୍ଦୁଝର ଲୋକଙ୍କ ପାଇଁ ଏକ ଭଲ ଖବର ରହିଛି। ପୁରୀରୁ କେନ୍ଦୁଝରର ବଡ଼ବିଲ ପର୍ଯ୍ୟନ୍ତ ଚାଲୁଥିବା ପୁରୀ-ବଡ଼ବିଲ ଏକ୍ସପ୍ରେସକୁ ରାଉରକେଲା ଯାଏ ସଂପ୍ରସାରଣ କରାଯାଇଛି। ଏଣୁ ଏଥିରୁ ସ୍ଥାନୀୟ ଲୋକେ ଉପକୃତ ହେବେ।

ଏହାସହ କୋରାପୁଟ ଓ ଜଗଦଲପୁର ମଝିରେ ଜୟପୁର ଓ କୋଟପାଡ଼ ରୋଡ୍‌ରେ ଷ୍ଟପେଜ୍ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story