ମହାନଗରୀରେ ମୌସୁମୀର ଛିଟା, ଆରମ୍ଭ ହେଲା ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି। ଆଜି ମଧ୍ୟାହ୍ନରେ କଟକ ଓ ଭୁବନେଶ୍ୱର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ଝିପିଝିପି ବର୍ଷା ହୋଇଥିଲା। ଘଡଘଡ଼ି ମାରିବା ସହିତ ସୁଲ୍‌ସୁଲିଆ ପବନ ବୋହିଥିଲା। ପାଗ କୋହଲା ରହିଛି। ପୂର୍ବରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ କହିବା ଅନୁସାରେ ଗୁରୁବାର ଦକ୍ଷିଣ […]

Weather

Weather

Manoranjan Sial
  • Published: Friday, 17 June 2022
  • Updated: 17 June 2022, 01:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି। ଆଜି ମଧ୍ୟାହ୍ନରେ କଟକ ଓ ଭୁବନେଶ୍ୱର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ଝିପିଝିପି ବର୍ଷା ହୋଇଥିଲା। ଘଡଘଡ଼ି ମାରିବା ସହିତ ସୁଲ୍‌ସୁଲିଆ ପବନ ବୋହିଥିଲା। ପାଗ କୋହଲା ରହିଛି। ପୂର୍ବରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ କହିବା ଅନୁସାରେ ଗୁରୁବାର ଦକ୍ଷିଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହୋଇଥିଲା। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। କୋରାପୁଟରେ ୭୬ ମିଲିମିଟର, କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ୬୫.୪ ମିଲିମିଟର ବର୍ଷା ହୋଇଛି। ସେହିପରି ନବରଙ୍ଗପୁର ଓ ଫୁଲବାଣୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି। ୪୦ ମିଲିମିଟର ବା ତା’ଠାରୁ ଅଧିକ ବର୍ଷା ହୋଇଛି ବୋଲି ଶ୍ରୀ ଦାଶ କହିଛନ୍ତି।

ସେ ଆହୁରି କହିଛନ୍ତି, ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ଆଉ ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବ। ଏହାର ପ୍ରଭାବରେ ବର୍ଷା ହେବ। ତେବେ ୨୦ ତାରିଖ ପରଠାରୁ ବର୍ଷାର ପରିମାଣ ବଢ଼ିବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କସୂଚନା ଜାରି କରାଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି।

https://youtu.be/lEaIKPQ-5do

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story