ଦକ୍ଷିଣ ଓଡ଼ିଶାରେ କିଛି ଅଂଶ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଛୁଇଁଛି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଛୁଇଁଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଛି। ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି।  ଶ୍ରୀ ଜେନାମଣିଙ୍କ କହିବା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଏସବୁ ସ୍ଥାନରେ ମଧ୍ୟମ ଧରଣର […]

Monsoon

Monsoon

Manoranjan Sial
  • Published: Thursday, 16 June 2022
  • Updated: 16 June 2022, 07:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଛୁଇଁଛି। କୋରାପୁଟ, ମାଲକାନଗିରି ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଛୁଇଁଥିବା ବେଳେ ନୂଆପଡ଼ା, କଳାହାଣ୍ଡିରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଛି। ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। 

ଶ୍ରୀ ଜେନାମଣିଙ୍କ କହିବା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଏସବୁ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ୨୪ରୁ ୨୮ ମିଲିମିଟର, କୋରାପୁଟ ଜିଲ୍ଲାରେ ୪୬.୬ ମିଲିମିଟର, ନବରଙ୍ଗପୁର ଜିଲ୍ଲାରେ ୪୬.୦ ମିଲିମିଟର, ନୂଆପଡ଼ା ଜିଲ୍ଲାରେ ୩୯ ମିଲିମିଟର ଓ ରାୟଗଡ଼ା ଜିଲ୍ଲାରେ ୩୦ରୁ ୪୦ ମିଲିମିଟର ବର୍ଷା ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଗାମୀ ଦୁଇରୁ ତିନି ଦିନ ଭିତରେ ଆଉ କିଛି ଜିଲ୍ଲାକୁ ମୌସୁମୀ ଛୁଇଁବ ବୋଲି ଜେନାମଣି କହିଛନ୍ତି।

https://twitter.com/mcbbsr/status/1537342354042265600?s=20&t=6Hc-zWhw8ksi7_XEsZx28w

ସେ ଆହୁରି କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶ ଛୁଇଁବା ପୂର୍ବରୁ ପ୍ରାକ୍‌ ମୌସୁମୀ ସକ୍ରିୟ ହୋଇଥିଲା। ଏହାର ପ୍ରଭାବରେ ବୁଧବାର ଯାଜପୁର ଜିଲ୍ଲା କୋରେଇ ବେଶୀ ବର୍ଷା ହୋଇଛି। ଏହାଛଡ଼ା ଜେନାପୁରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ପ୍ରାକ୍‌ ମୌସୁମୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏହା ବ୍ୟତୀତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ଜିଲ୍ଲାରେ ମଧ୍ୟ ବର୍ଷା ହେବ।

https://twitter.com/mcbbsr/status/1537321683513913345?s=20&t=6Hc-zWhw8ksi7_XEsZx28w

ମୌସୁମୀ ପ୍ରଭାବରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭଲ ବର୍ଷା ହୋଇଛି। ବଙ୍ଗୋପ ସାଗରରେ ମୌସୁମୀ କମ୍‌ ସକ୍ରିୟ ରହିଛି। କିନ୍ତୁ ଧୀରେ ଧୀରେ ଉତ୍ତର ବଙ୍ଗୋପସାଗରେ ନୂଆ ମେଘ ଖଣ୍ଡ ସୃଷ୍ଟି ହେଉଛି। ଏହା ଉପରେ ନଜର ରଖାଯାଇଛି ବୋଲି ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story