ରାଜ୍ୟରେ ମଶା ବଂଶ ବୃଦ୍ଧି ରୋକିବା ପାଇଁ ସମସ୍ତ ସହଯୋଗ କରିବ ଆଇ.ସି.ଏମ.ଆର

ଭୁବନେଶ୍ୱର: ରାଜ୍ୟରେ ମଶା ବଂଶ ବୃଦ୍ଧି ରୋକିବା ପାଇଁ ସମସ୍ତ ସହାୟତା ଯୋଗାଇଦେବ ଆଇ.ସି.ଏମ.ଆର। ପୁଡୁଚେରିରେ ଥିବା ଭେକ୍ଟର ରିସର୍ଚ ସେଣ୍ଟର ଓ ମଦୁରାଇରେ ଥିବା ସେଣ୍ଟର ଫର ରିସର୍ଚ ଇନ ମେଡିକାଲ ଏଣ୍ଟୋମୋଲୋଜିର ବୈଜ୍ଞାନିକମାନଙ୍କର ପରାମର୍ଶ ନିଆଯିବ। କଲେରା, ମ୍ୟାଲେରିଆ, ଚିକୁନ ଗୁନିଆ, ଯକ୍ଷ୍ମା ଓ ଡେଙ୍ଗୁ ଭଳି ରୋଗର ବିଭିନ୍ନ ପରୀକ୍ଷା ପାଇଁ ବିଭିନ୍ନ ହସ୍ପିଟାଲରେ ଥିବା ଆଧୁନିକ ଯନ୍ତ୍ରପାତି ବିଷୟରେ ଟେକ୍ନିସିଆନମାନଙ୍କୁ ମାଗଣାରେ ଆଇ.ସି.ଏମ.ଆର ପ୍ରଶିକ୍ଷଣ ଯୋଗାଇ ଦେବ। ଏନେଇ ଆଇସିଏମଆଇ କର୍ତ୍ତୃପକ୍ଷ […]

mosquito05

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 02:57 AM IST

ଭୁବନେଶ୍ୱର: ରାଜ୍ୟରେ ମଶା ବଂଶ ବୃଦ୍ଧି ରୋକିବା ପାଇଁ ସମସ୍ତ ସହାୟତା ଯୋଗାଇଦେବ ଆଇ.ସି.ଏମ.ଆର। ପୁଡୁଚେରିରେ ଥିବା ଭେକ୍ଟର ରିସର୍ଚ ସେଣ୍ଟର ଓ ମଦୁରାଇରେ ଥିବା ସେଣ୍ଟର ଫର ରିସର୍ଚ ଇନ ମେଡିକାଲ ଏଣ୍ଟୋମୋଲୋଜିର ବୈଜ୍ଞାନିକମାନଙ୍କର ପରାମର୍ଶ ନିଆଯିବ। କଲେରା, ମ୍ୟାଲେରିଆ, ଚିକୁନ ଗୁନିଆ, ଯକ୍ଷ୍ମା ଓ ଡେଙ୍ଗୁ ଭଳି ରୋଗର ବିଭିନ୍ନ ପରୀକ୍ଷା ପାଇଁ ବିଭିନ୍ନ ହସ୍ପିଟାଲରେ ଥିବା ଆଧୁନିକ ଯନ୍ତ୍ରପାତି ବିଷୟରେ ଟେକ୍ନିସିଆନମାନଙ୍କୁ ମାଗଣାରେ ଆଇ.ସି.ଏମ.ଆର ପ୍ରଶିକ୍ଷଣ ଯୋଗାଇ ଦେବ। ଏନେଇ ଆଇସିଏମଆଇ କର୍ତ୍ତୃପକ୍ଷ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି।

 

 

 

Related story