ରାଜ୍ୟରେ ଘରୋଇ କଲେଜଗୁଡିକରେ ଖାଲି ଥିବା ୫୮ଟି ବିଡିଏସ୍ ସିଟ୍ ପାଇଁ ହେଲା ସ୍ପଟ୍ ଆଡମିସନ୍

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ସମସ୍ତ ଏମବିବିଏସ୍ ସିଟ ପୂରଣ ହେବା ପରେ ଆଜି ଘରୋଇ କଲେଜଗୁଡିକରେ ଖାଲି ଥିବା ୫୮ଟି  ବିଡିଏସ ସିଟ ପୁରଣ ପାଇଁ ସ୍ପଟ୍ ଆଡମିସନ୍ କରାଯାଇଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ମଙ୍ଗଳବାର ହୋଇଥିବା ସ୍ପଟ ଆଡମିସନ୍ ପ୍ରକ୍ରିୟାରେ ରାଜ୍ୟର ସମସ୍ତ ସରକାର ଏବଂ ବେସରକାରୀ ମେଡିକାଲ କଲେଜର ଏମବିବିଏସ ସିଟ ପୁରଣ ହୋଇଛି। ସେହିପରି ସରକାରୀ କଲେଜର ବିଡିଏସ ସିଟ ମଧ୍ୟ ପୁରଣ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସ୍ପେସାଲ ଓଜେଇଇ […]

mbbs

mbbs

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 04:34 PM IST

ଭୁବନେଶ୍ୱର: ରାଜ୍ୟରେ ଖାଲିଥିବା ସମସ୍ତ ଏମବିବିଏସ୍ ସିଟ ପୂରଣ ହେବା ପରେ ଆଜି ଘରୋଇ କଲେଜଗୁଡିକରେ ଖାଲି ଥିବା ୫୮ଟି  ବିଡିଏସ ସିଟ ପୁରଣ ପାଇଁ ସ୍ପଟ୍ ଆଡମିସନ୍ କରାଯାଇଛି।

ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ମଙ୍ଗଳବାର ହୋଇଥିବା ସ୍ପଟ ଆଡମିସନ୍ ପ୍ରକ୍ରିୟାରେ ରାଜ୍ୟର ସମସ୍ତ ସରକାର ଏବଂ ବେସରକାରୀ ମେଡିକାଲ କଲେଜର ଏମବିବିଏସ ସିଟ ପୁରଣ ହୋଇଛି। ସେହିପରି ସରକାରୀ କଲେଜର ବିଡିଏସ ସିଟ ମଧ୍ୟ ପୁରଣ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସ୍ପେସାଲ ଓଜେଇଇ ରାଙ୍କ ଅନୁସାରେ ଖାଲି ଥିବା ବିଡିଏସ ସିଟ ପୁରଣ କରାଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଗତ ୨୭ରେ ଅନୁଷ୍ଠିତ ସ୍ପେସାଲ ଓଜେଇଇ ପରୀକ୍ଷାରେ ମାତ୍ର ୨୫ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story