ରାଜକନିକା: ଛୁଟି ନ ମିଳିବାରୁ ଆଇଆରବି କନଷ୍ଟେବଳଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ପରିସରରେ ଆଇଆରବିର ତୃତୀୟ ବାଟାଲିୟନର କନଷ୍ଟେବଳ ଭାବେ କାର୍ଯ୍ୟରତ କେଦାରନାଥ ନନ୍ଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଛୁଟି ନ ମିଳିବାରୁ ମାନସିକ ଚାପରେ ନନ୍ଦି ଥାନା ପରିସରରେ ରସି ଲଗାଉଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କନଷ୍ଟେବଲ ନନ୍ଦୀଙ୍କୁ ଛାଡି ଦିଆଯାଇଛି।

ATTEMED SUCIDE IRB CONSTABAL

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 11:34 AM IST

Related story