ରାଜ୍ୟ ସ୍ୱାର୍ଥ ନେଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହ ଦେଓ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ ସମ୍ପର୍କରେ ଆଲୋଚନା କରିଛନ୍ତି । ବେଲବାହାଳି ପ୍ରସଙ୍ଗ, ବିଟିଏସ୍ ପ୍ରସଙ୍ଗ, ଶକ୍ତି କ୍ଷେତ୍ରରେ ଉନ୍ନତି, କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି ଆଦି ପ୍ରସଙ୍ଗରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗଗୁଡିକ ଉପରେ ବିଚାର କରିବାକୁ ସେ ବିଭାଗୀୟ ମନ୍ତ୍ରୀମାନଙ୍କୁ କହିଥିଲେ ।

KV-Singh-Deo

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 04:04 AM IST

Related story