ରାଜ୍ୟରେ ମାଓ ହିଂସା କମିଛି: ଡିଜି ସଂଜୀବ ମାରିକ

ସମ୍ବଲପୁର: ରାଜ୍ୟରେ ମାଓ ହିଂସା ଓ କାର୍ଯ୍ୟକଳାପ ଧୀରେ ଧୀରେ କମୁଛି। ମାଓ ଉପଦ୍ରୁବ ଅଂଚଳରେ ଲୋକେ ଆଉ ମାଓ ସଙ୍ଗଠନ ଗୁଡ଼ିକରେ ଯୋଗ ଦେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ବୋଲି କହିଛନ୍ତି ପୋଲିସ ଡିଜି ସଂଜୀବ ମାରିକ। ଆଜି ସମ୍ୱଲପୁରର ପଧାନପାଲି ଠାରେ ଫାଷ୍ଟ ସ୍ପେଶାଲ ସିକ୍ୟୁରିଟି ବାଟାଲିଅନର ଅଫିସ ଓ ବାରାକ ଉଦଘାଟନ୍ କରିବା ପରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏହା କହିଥିଲେ। ଡିଜି ମାରିକ କହିଥିଲେ, ୨୦୦୯ରେ ରାଜ୍ୟରେ […]

sanjeevmarik

sanjeevmarik

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 04:08 PM IST

Sports

Latest News

ସମ୍ବଲପୁର: ରାଜ୍ୟରେ ମାଓ ହିଂସା ଓ କାର୍ଯ୍ୟକଳାପ ଧୀରେ ଧୀରେ କମୁଛି। ମାଓ ଉପଦ୍ରୁବ ଅଂଚଳରେ ଲୋକେ ଆଉ ମାଓ ସଙ୍ଗଠନ ଗୁଡ଼ିକରେ ଯୋଗ ଦେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ବୋଲି କହିଛନ୍ତି ପୋଲିସ ଡିଜି ସଂଜୀବ ମାରିକ। ଆଜି ସମ୍ୱଲପୁରର ପଧାନପାଲି ଠାରେ ଫାଷ୍ଟ ସ୍ପେଶାଲ ସିକ୍ୟୁରିଟି ବାଟାଲିଅନର ଅଫିସ ଓ ବାରାକ ଉଦଘାଟନ୍ କରିବା ପରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏହା କହିଥିଲେ।

ଡିଜି ମାରିକ କହିଥିଲେ, ୨୦୦୯ରେ ରାଜ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୭୫ ଜଣ  ପୋଲିସ ସହିଦ ହୋଇଥିଲେ। ବିଗତ ଏକ ବର୍ଷ ମଧ୍ୟରେ କୌଣସି ପୋଲିସ କର୍ମଚାରୀ ମାଓ ହିଂସାର ଶିକାର ହୋଇ ନାହାନ୍ତି। ଖାସ କରି ଗତ ୬ ମାସ ମଧ୍ୟରେ ମାଓ  ହିଂସା ଖୁବ କମିଛି।

ସମ୍ବଲପୁରରେ ଖୁବଶୀଘ୍ର କମିଶନରେଟ୍ ବ୍ୟବସ୍ଥା ଲାଗୁ ହେବା ନେଇ ମଧ୍ୟ ଡିଜି ସୂଚନା ଦେଇଥିଲେ। ସେ କହିଥିଲେ,  କିଛି ଆଇନଗତ ଔପଚାରିକତା ବାକି ଅଛି। ସେଗୁଡ଼ିକ ସରିବା ପରେ ସମ୍ୱଲପୁରରେ ଖୁବଶୀଘ୍ର କମିଶନରେଟ୍ ବ୍ୟବସ୍ଥା ଲାଗୁ ହେବ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି।

ସେ ଆହୁରି ମଧ୍ୟ କହିଥିଲେ, ଯେଉଁ ଥାନା ଅଧିକାରୀମାନେ ଲୋକଙ୍କ ମାମଲା ରୁଜୁ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେତେକ ଘଟଣାରେ ଏପରି କରାଯାଇଛି। ସେହିପରି ରାଜ୍ୟର ସହରାଞ୍ଚଳ ଗୁଡ଼ିକରେ ପୋଲିସ୍ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବ।

ଫାଷ୍ଟ୍ ସ୍ପେଶାଲ୍ ସିକ୍ୟୁରିଟି ବାଟାଲିଅନର ଅଫିସ ଓ ବାରାକ ଉଦଘାଟନ୍ କରିବା ପରେ ଉତ୍ତରାଂଚଳ ରେଂଜ ଅନ୍ତର୍ଗତ ଜିଲ୍ଲାର ଏସପି ମାନଙ୍କ ସହ ମାଓ ଗତିବିଧି ଓ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଡିଜି ମାରିକ ସମୀକ୍ଷା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story