ରାଜ୍ୟରେ ପ୍ରତିଷ୍ଠା ହେବ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ। ବୁଧବାର ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏହା ସହିତ ଗରିବ ଲୋକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟର ଡାକ୍ତରଖାନା ଖୋଲିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ପିପିପି ମୋଡରେ ଏହି ମେଡିକାଲଗୁଡ଼ିକୁ ପ୍ରତିଷ୍ଠା କରାଯିବ। ସେହିପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ୧୦୮ ଆମ୍ବୁଲାନ୍ସକୁ ବୃଦ୍ଧି କରାଯିବ।

OdishaSECRETARIAT

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 02:16 PM IST

Related story