ରାଣୀହାଟ ମାଳିସାହି ହେଲା କଣ୍ଟେନମେଣ୍ଟ ଜୋନ୍

କଟକ(ଓଡ଼ିଶା ରିପୋର୍ଟର): କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା CMC। କଟକ ସହରରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟଶ ବଢ଼ି ଚାଲିଥିବା ବେଳେ କଟକ ମହାନଗର ନିଗମ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ ଗାଡ଼ି ଆତଯାତ ମନା କରାଯାଇଥିବା ବେଳେ ଘରୁ କେହି ବାହାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  କଟକ ଜିଲ୍ଲାରେ ଏହି ସଂଖ୍ୟା ୭୦୨ରେ ପହଞ୍ଚିଛି। […]

corona-7

corona-7

Niharika Rout
  • Published: Saturday, 04 July 2020
  • Updated: 04 July 2020, 12:41 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା CMC। କଟକ ସହରରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟଶ ବଢ଼ି ଚାଲିଥିବା ବେଳେ କଟକ ମହାନଗର ନିଗମ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ ଗାଡ଼ି ଆତଯାତ ମନା କରାଯାଇଥିବା ବେଳେ ଘରୁ କେହି ବାହାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  କଟକ ଜିଲ୍ଲାରେ ଏହି ସଂଖ୍ୟା ୭୦୨ରେ ପହଞ୍ଚିଛି। ସେହିପରି କେବଳ କଟକ ସହରରେ ଲୋକାଲ କେସ୍‌ ଅଧିକ ବାହାରୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story