ଗଞ୍ଜାମରେ ପୁଣି ଲଜ୍ଜା, ଦୁଷ୍କର୍ମ ପରେ ଦୃଷ୍ଟିହୀନଙ୍କ ଗଳା କାଟିଦେଲେ  

Ordigital Desk
  • Published: Tuesday, 19 December 2017
  • , Updated: 19 December 2017, 11:07 AM IST
<p>ବ୍ରହ୍ମପୁର: ପୁଣି ଏକ ବର୍ବରକାଣ୍ଡ। ଜଣେ ନିରୀହ ଦୃଷ୍ଟିହୀନ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର।&nbsp; ଯୌନ ନିର୍ଯାତନା ପରେ&nbsp; ଜଘନ୍ୟକାଣ୍ଡ। ପ୍ରଥମେ ଦୁଷ୍କର୍ମ । ପରେ ଗଳାକାଟିଲେ। ଏହି ଘଟଣା ଯେତିକି ସମ୍ବେଦନଶୀଳ ସେତିକି ସ୍ପର୍ଷକାତର। ଏମିତି ଏକ ଅଭାବନୀୟ ଘଟଣା ଗଂଜାମ ଜିଲ୍ଲା ଜର଼ଡ଼ା ଥାନା ପୁହୁଣ୍ଡି ଗାଁରେ ଚର୍ଚ୍ଚାର ବିଷୟପାଲଟିଛି। ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ଏହି ଖବର। ସମ୍ପୃକ୍ତ ନାବାଳିକାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । &nbsp;ପ୍ରଥମେ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଦୁର୍ବୃତ୍ତ। &nbsp;&nbsp;ତା ପରେ ଗଳା କାଟି ହତ୍ୟା ଉଦ୍ୟମ କରିଛି ।&nbsp; ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।</p>

Related story