ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା କଲେ ଆଇନମନ୍ତ୍ରୀ
ପୁରୀ: ମଙ୍ଗଳବାର ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଆଲୋଚନା କରିଛନ୍ତି ଆଇନମନ୍ତ୍ରୀ ଅରୁଣ ସାହୁ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ନବକଳେବର ରଥଯାତ୍ରା କିଭଳି ଭାବେ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାରେ ଏବଂ ଯଥାସମୟରେ ଅନୁଷ୍ଠିତ ହେବ ସେଥିପାଇଁ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ଅଗାମୀଦିନରେ ଏହା ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ଅରୁଣ ସାହୁ।