ରଥକୁ କିଏ ଚଢ଼ିଲା, ନ ଚଢ଼ିଲା ତାହା ଦେଖିବା ଦାୟିତ୍ୱ ମୋର ନୁହେଁ: ଜଗନ୍ନାଥ ସ୍ୱାଇଁ ମହାପାତ୍ର

ପୁରୀ: ଆଡ଼ପ ପହଣ୍ଡି ବେଳେ ଜଣେ ମହିଳା ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଚଢ଼ିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ଗତକାଲି ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍ ନେଇ ସେ ଆଜି ପ୍ରତିକ୍ରିୟା ରଖଛନ୍ତି। ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ ଆଜି ସକାଳେ ସେ ନୋଟିସ୍ ପାଇଛନ୍ତି। ତେବେ ଏଥିରେ ତାଙ୍କର କିଛି ଭୁଲ୍ ନାହିଁ। କାରଣ ରଥକୁ କିଏ ଚଢ଼ିଲା, ନ ଚଢ଼ିଲା ତାହା ଦେଖିବା […]

jagannath

jagannath

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 04:03 AM IST

Sports

Latest News

ପୁରୀ: ଆଡ଼ପ ପହଣ୍ଡି ବେଳେ ଜଣେ ମହିଳା ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଚଢ଼ିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ଗତକାଲି ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍ ନେଇ ସେ ଆଜି ପ୍ରତିକ୍ରିୟା ରଖଛନ୍ତି। ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ ଆଜି ସକାଳେ ସେ ନୋଟିସ୍ ପାଇଛନ୍ତି। ତେବେ ଏଥିରେ ତାଙ୍କର କିଛି ଭୁଲ୍ ନାହିଁ। କାରଣ ରଥକୁ କିଏ ଚଢ଼ିଲା, ନ ଚଢ଼ିଲା ତାହା ଦେଖିବା କାମ ତାଙ୍କର ନୁହେଁ। ବାଡ଼ଗ୍ରାହୀ ଭାବେ ତାଙ୍କ କାମ ହେଉଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦାୟିତ୍ୱ ସଂପନ୍ନ କରିବା। ଚାରମାଳ ଦାୟିତ୍ୱ ତାଙ୍କର ନୁହେଁ। ତା’ପରେ ସେଦିନ ମହାପ୍ରଭୁଙ୍କ ପହଣ୍ଡି ଓ ତତଜନିତ ନୀତି ନେଇ ସେ ଭାରି ବ୍ୟସ୍ତ ଥିଲେ। ତେଣୁ କିଏ ରଥକୁ ଚଢ଼ିଛି ଅବା ନଚଢ଼ିଛି ସେ ନେଇ ସେ ଧ୍ୟାନ ଦେଇ ନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରଥକୁ କିଏ ଚଢ଼ିଲା, ନ ଚଢ଼ିଲା ତା’ର ଦାୟିତ୍ୱ ହେଉଛି ପୁଲିସ୍ ଓ ପ୍ରଶାସନର। ତଳୁ ଛଡ଼ା ଗଲା ବୋଲି ତ ମହିଳା ଶ୍ରଦ୍ଧାଳୁ ଜଣଙ୍କ ରଥ ଉପରକୁ ଆସିଲେ। ତଳେ ତ ପୋଲିସ୍ ଜଗିଥିଲେ। ସେମାନ କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର।

ତିନି ଠାକୁରଙ୍କ ଆଡପ ପହଣ୍ଡି ବେଳେ ଭକ୍ତ ରଥକୁ ଚଢିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତକାଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ପ୍ରତିହାରୀ ସେବାୟତ ଆର୍ତ୍ତତ୍ରାଣ ପ୍ରତିହାରୀଙ୍କୁ ନିଲମ୍ୱିତ କରାଯାଇଥିଲା। ଶ୍ରୀମନ୍ଦିର ଆଇନ ଧାରା ୨୧(ବି) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତା’ସହିତ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି ଯେ ମହିଳା ଶ୍ରଦ୍ଧାଳୁ ଜଣଙ୍କ ରଥକୁ ଚଢ଼ିବା ବେଳେ ସେଠାରେ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଉପସ୍ଥିତ ଥିଲେ। କିନ୍ତୁ ସେ ଉକ୍ତ ଶ୍ରଦ୍ଧାଳୁଙ୍କୁ ରଥକୁ ଯିବାକୁ ବାରଣ କରି ନଥିଲେ। ରଥଗୁଡ଼ିକ ଉପରେ ନଜର ରଖିବା ପାଇଁ ଲାଗିଥିବା କ୍ୟାମେରାଗୁଡ଼ିକରୁ ଏହି ଚିତ୍ର ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story