ମୁମ୍ବାଇରେ ଅଦିନିଆ ରଥଯାତ୍ରା: ଶ୍ରୀମନ୍ଦିର ପରମ୍ପରାକୁ ଭାଙ୍ଗୁଛି କି ଇସ୍କନ ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର):ପୁଣି ଆସ୍ପର୍ଦ୍ଧା ଦେଖାଇଲା କି ଇସ୍କନ ସଂସ୍ଥା ? ବର୍ଷ ବର୍ଷ ଧରି ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଭାଙ୍ଗିବା ପାଇଁ ହେଲା କି ଉଦ୍ୟମ ? କାରଣ  ଆଜି ମୁମ୍ବାଇରେ ଆୟୋଜିତ ହୋଇଥିବା ଅଦିନିଆ ରଥଯାତ୍ରାକୁ ନେଇ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ଆଜି  ଇସ୍କନ ସଂସ୍ଥା ପକ୍ଷରୁ ମୁମ୍ବାଇରେ ରଥଯାତ୍ରା ପାଳିତ ହୋଇଛି। ଇସ୍କନ ସଂସ୍ଥା ପକ୍ଷରୁ ଏକ ଭବ୍ୟ ଆୟୋଜନ କରି ମହାପ୍ରଭୁଙ୍କ ରଥ […]

b-908

b-908

Tapas Behera
  • Published: Thursday, 30 January 2020
  • Updated: 30 January 2020, 06:42 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର):ପୁଣି ଆସ୍ପର୍ଦ୍ଧା ଦେଖାଇଲା କି ଇସ୍କନ ସଂସ୍ଥା ? ବର୍ଷ ବର୍ଷ ଧରି ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଭାଙ୍ଗିବା ପାଇଁ ହେଲା କି ଉଦ୍ୟମ ? କାରଣ  ଆଜି ମୁମ୍ବାଇରେ ଆୟୋଜିତ ହୋଇଥିବା ଅଦିନିଆ ରଥଯାତ୍ରାକୁ ନେଇ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ଆଜି  ଇସ୍କନ ସଂସ୍ଥା ପକ୍ଷରୁ ମୁମ୍ବାଇରେ ରଥଯାତ୍ରା ପାଳିତ ହୋଇଛି। ଇସ୍କନ ସଂସ୍ଥା ପକ୍ଷରୁ ଏକ ଭବ୍ୟ ଆୟୋଜନ କରି ମହାପ୍ରଭୁଙ୍କ ରଥ ଗଡ଼ିଥିବା ବେଳେ ଏଥିରେ ଅନେକ ଭକ୍ତ ମଧ୍ୟ ସାମିଲ ହୋଇଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ମୁମ୍ବାଇ ଶିବାଜୀ ପାର୍କରୁ ଏହି ରଥଯାତ୍ରା ଆରମ୍ଭ ହୋଇଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂରତିଙ୍କୁ ବସାଇ ରଥ ଯାତ୍ରା ଚାଲିଛି। ଏ ସମ୍ପର୍କରେ ଇସ୍କନ ପକ୍ଷରୁ ମଙ୍ଗଳପ୍ରଭୁ ଦାସ ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି, ପୁରୀରେ ସାଧାରଣତଃ ଜୁଲାଇ ମାସରେ ରଥଯାତ୍ରା ହୁଏ। ଏଠି ଆମେ ବସନ୍ତ ପଞ୍ଚମୀରେ ଶାସ୍ତ୍ର ଅନୁସାରେ ରଥଯାତ୍ରା କରୁଛୁ। ଅନ୍ୟପକ୍ଷରେ ଏହି ଅଦିନିଆ ରଥଯାତ୍ରାକୁ ସଂସ୍କୃତି ଗବେଷକ ଡ. ପ୍ରଫୁଲ୍ଲ ରଥ ବିରୋଧ କରିଛନ୍ତି।

ମୁମ୍ବାଇ ଅଦିନ ରଥଯାତ୍ରା ନେଇ ଓଡ଼ିଶା ଇସ୍କନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି।  ଓଡ଼ିଶା ଇସ୍କନ ଲୋକସଂପର୍କ ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି ଯେ, ଓଡ଼ିଶା ଇସ୍କନ ଚାହେଁ ଗୋଟିଏ ଦିନରେ ରଥଯାତ୍ରା ହେଉ। ପୁରୀ ସହ ସାରା ବିଶ୍ୱରେ ଗୋଟିଏ ଦିନରେ ରଥଯାତ୍ରା ହେଉ। ସେଠା ସରକାର କାହିଁକି ଏଭଳି  ପ୍ରୋତ୍ସାହନ ଦେଉଛି, ସେମାନେ ହିଁ କହିପାରିବେ। ଆଜିର ରଥଯାତ୍ରା ନେଇ ସେମାନଙ୍କ ସହ ଆଲୋଚନା ଚାଲିଛି ବୋଲି  କହିଛନ୍ତି।

ସୂଚନା ଅନୁଯାୟୀ, ୨୦୧୯ ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା।

କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍‌କନ୍‌ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିଲା। ସେତେବେଳେ ଏହି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଥିଲେ । ତାଙ୍କ ମତ ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଙ୍ଘନ କରି କେହି ପବିତ୍ର ଯାତ୍ରା ନକରିବାକୁ ସେ ଅନୁରୋଧ କହିଥିଲେ।

ତେବେ ବିଭିନ୍ନ ମହଲରୁ ବିରୋଧ ପରେ ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ନିଷ୍ପତ୍ତିରୁ ଓହରି ଯାଇଥିଲା ଇସ୍କନ। ହେଲେ ଏହାର କିଛି ମାସ ପରେ ମୁମ୍ବାଇରେ ଏମିତି ଏକ ମହାଆଡ଼ମ୍ବରରେ ରଥଯାତ୍ରା ଆୟୋଜନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story