‘କରୋନାଠୁ ବି ଘାତକ ସାଜୁଛି ଅକ୍ସିଜେନ ଅଭାବ, ଆଖି ଆଗରେ ଯାଉଛି ଜୀବନ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “କରୋନା ପାଇଁ ନୁହେଁ ବରଂ ଅକ୍ସିଜେନ ଅଭାବ ଯୋଗୁ ଯାଉଛି ଜୀବନ। ବ୍ରହ୍ମପୁର ଏମକେସିଜିରେ ବିଲ୍ଡିଂ ବହୁତ ବଡ଼ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏସ୍‌ସି ଲାଗିଛି, କାଚ ଲାଗିଛି, କିନ୍ତୁ ଭିତରେ ଅକ୍ସିଜେନ ନାହିଁ। ” ଏପରି ଅଭିଯୋଗ ଆଣି ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଜଣେ ଜିଲ୍ଲା ପରିଷଦ ସଭ୍ୟ। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ୧୦ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ […]

bhmp

bhmp

Niharika Rout
  • Published: Monday, 03 August 2020
  • Updated: 03 August 2020, 02:04 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ନୁହେଁ ବରଂ ଅକ୍ସିଜେନ ଅଭାବ ଯୋଗୁ ଯାଉଛି ଜୀବନ। ବ୍ରହ୍ମପୁର ଏମକେସିଜିରେ ବିଲ୍ଡିଂ ବହୁତ ବଡ଼ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏସ୍‌ସି ଲାଗିଛି, କାଚ ଲାଗିଛି, କିନ୍ତୁ ଭିତରେ ଅକ୍ସିଜେନ ନାହିଁ। ଏପରି ଅଭିଯୋଗ ଆଣି ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଜଣେ ଜିଲ୍ଲା ପରିଷଦ ସଭ୍ୟ।

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ୧୦ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଏଲ୍. ମୋହନ ଦାସ ନିଜ ବନ୍ଧୁଙ୍କୁ ନେଇ ଏମକେସିଜି ଯାଇଥିବା ବେଳେ ତାଙ୍କ ଆଖି ଆଗରେ ଅକ୍ସିଜେନ ଅଭାବରୁ ୪ ଜୀବନ ଚାଲିଯାଇଥିବା କହିଛନ୍ତି। ନିଜ ଭିଡିଓରେ ଜିଲ୍ଲା ପ୍ରଶାସନ ଉପରେ ଗର୍ଜି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା କହିଛନ୍ତି ଏଲ୍. ମୋହନ ଦାସ ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସତ୍ତ୍ୱେ ଏହା ମାରାତ୍ମକ ନୁହେଁ ବୋଲି ବଡ଼ ବଡ଼ ନେତା, ଡକ୍ଟର କହୁଛନ୍ତି।  ହାତ ଧୋଇବା ସହ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣକୁ ବହୁ ମାତ୍ରାରେ ରୋକି ହେବ ବୋଲି ସଚେତନତା ସୃଷ୍ଟି କରାଯାଉଛି। ଏହାସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ  ମୃତ୍ୟୁର ତାଣ୍ଡବ ଲୀଳା ଜାରି ରହିଥିବା କହିଛନ୍ତି ଏଲ୍. ମୋହନ ଦାସ।

 ଗଞ୍ଜାମ ଜିଲ୍ଲାରେ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜୀବନ ଯାଇଥିବା ବେଳେ ସେଥିମଧ୍ୟରୁ କରୋନା ନୁହେଁ ଅକ୍ସିଜେନ ଅଭାବରୁ ପୋକ ମାଛି ମାରି ବହୁ ସଂଖ୍ୟାରେ ଲୋକ ମରୁଥିବା ସେ କହିଛନ୍ତି।  ଏମ୍‌କେସିଜିରେ ନିଜ ଲୋମ ଟାଙ୍କୁରା ଅନୁଭୂତି ବଖାଣି କହିଛନ୍ତି,  ମୋବନ୍ଧୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନେଇ ଏମ୍‌କେସିଜି ଯାଇଥିଲି। ସେଠାରେ ତାଙ୍କର ଅକ୍ସିଜେନ ଦରକାର ପଡ଼ିଲା। କିନ୍ତୁ ଅକ୍ସିଜେନ ମିଳିଲାନି। ମୋଆଗରୁ ୪ ଜଣ ଅକ୍ସିଜେନ ପାଇଁ ଲାଇନ୍‌ରେ ଥିଲେ। ଦେଖୁ ଦେଖୁ ଆଖି ଆଗରେ ୪ ଜୀବନ ପଳାଇଲା।

ଆଖି  ଆଗରେ  ମୃତ୍ୟୁର ଏପରି ରୂପ ଦେଖି  ବନ୍ଧୁଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଚେଷ୍ଟା କଲି। ଆମ୍ବୁଲାନ୍ସକୁ କଲ୍‌ କଲି। ଭୁବନେଶ୍ୱର ଯିବାକୁ ଦାମ ଥିଲା ୧୦, ହଜାର ଟଙ୍କା। ସବୁ ଲୋକଙ୍କ ପକ୍ଷେ ଏତେ ଟଙ୍କା ଖର୍ଚ୍ଚ କରି ଭୁବନେଶ୍ୱର ଯିବା ସମ୍ଭବ ନୁହେଁ। ତେଣୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ବିନିତ ଅନୁରୋଧ କରୁଛି ଜିଲ୍ଲାକୁ ବଞ୍ଚାନ୍ତୁ ବୋଲି ଅନୁରୋଧ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଏଲ୍. ମୋହନ ଦାସ।

ସୂଚନାଯୋଗ୍ୟ, ଏ ଯାଏ ଗଞ୍ଜାମ ଜିଲ୍ଲାରେ କରୋନା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୩୨୩ରେ ପହଞ୍ଚିଥିବା ବେଳେ ଆଖି ବୁଜି ସାରିଲେଣି ୧୦୬ ଜଣ। କରୋନାରେ ସଂକ୍ରମିତ ଥାଇ ଅନ୍ୟ ରୋଗ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏହାବ୍ୟତୀତ  ଥଣ୍ଡାଜ୍ୱରରେ ପୀଡ଼ିତ ହୋଇ ଜିଲ୍ଲାରେ ବହୁ ଲୋକ ଆଖି ବୁଜି ସାରିଥିବା ବେଳେ ତା’ର ହିସାବ ପ୍ରଶାସନ ପାଖରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story