ଶ୍ରୀମନ୍ଦିର ରତ୍ନ ଭଣ୍ଡାର କାହିଁକି ଖୋଲିନ କୁହ, ପ୍ରଶାସନଠୁ ଜବାବ ମାଗିଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ଜବାବ ଲୋଡିଲେ ହାଇକୋର୍ଟ। ରତ୍ନ ଭଣ୍ଡାର କେବେଠାରୁ ଖୋଲା ଯାଇନି ଏବଂ କାହିଁକି ଖୋଲା ଯାଇନି, ସେନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଜବାବ ଲୋଡିଛନ୍ତି ହାଇକୋର୍ଟ। ତେବେ ରତ୍ନଭଣ୍ଡାର ଚାବି ହଜିବା ଏବଂ ଏହାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ଅନ୍ୟ ୩ଟି ପ୍ରସଙ୍ଗକୁ କୋର୍ଟ ଖାରଜ କରିଛନ୍ତି। ଆଜି ଶ୍ରୀମନ୍ଦିର ସମ୍ପର୍କିତ ମାମଲାରେ କୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ପାଇଁ ଗଠିତ […]

Untitled-1

Untitled-1

Niranjan Mishra
  • Published: Tuesday, 18 October 2022
  • Updated: 18 October 2022, 10:11 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ଜବାବ ଲୋଡିଲେ ହାଇକୋର୍ଟ। ରତ୍ନ ଭଣ୍ଡାର କେବେଠାରୁ ଖୋଲା ଯାଇନି ଏବଂ କାହିଁକି ଖୋଲା ଯାଇନି, ସେନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଜବାବ ଲୋଡିଛନ୍ତି ହାଇକୋର୍ଟ। ତେବେ ରତ୍ନଭଣ୍ଡାର ଚାବି ହଜିବା ଏବଂ ଏହାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ଅନ୍ୟ ୩ଟି ପ୍ରସଙ୍ଗକୁ କୋର୍ଟ ଖାରଜ କରିଛନ୍ତି। ଆଜି ଶ୍ରୀମନ୍ଦିର ସମ୍ପର୍କିତ ମାମଲାରେ କୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିଶନ ନିଜ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି ଏବଂ ଏସବୁ ପ୍ରସଙ୍ଗ ତାଙ୍କ ତଦନ୍ତ ପରିସର ଭୁକ୍ତ ଥିଲା ବୋଲି ସରକାରୀ ଓକିଲ କୋର୍ଟରେ ଦର୍ଶାଇଥିଲେ। ଏହା ଶୁଣିବା ପରେ ଖଣ୍ଡପୀଠ ରତ୍ନଭଣ୍ଡାରର ସ୍ଥିତି ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗକୁ ଖାରଜ କରିଛନ୍ତି।

ସେପଟେ, ମାମଲା ସହ ଜଡିତ ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପ ର ମରାମତି ସମ୍ପର୍କିତ ମାମଲା ରେ ଆମୀକଶକ୍ୟୁରୀ ଏନକେ ମହାନ୍ତି କୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି, ନାଟମଣ୍ଡପ ଏବଂ ଜଗମୋହନର ମରାମତି କାମ ଶେଷ ହୋଇନାହିଁ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମରାମତି କାମ ଶେଷ ହେବା ନେଇ ଏଏସଆଇ କର୍ତ୍ତୃପକ୍ଷ ତାଙ୍କୁ କହିଛନ୍ତି ବୋଲି ସେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସେହିପରି କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ନେଇ ରିପୋର୍ଟ ଦିଆଯାଇଛି ଯେ, ମନ୍ଦିର ଭିତରୁ ବାଲି ବାହାର କରାଯାଉଛି। ସମ୍ପୂର୍ଣ ବାଲି କଢ଼ା ଗଲାପରେ ଏହାର ସ୍ଥିଥି ଯାଞ୍ଚ କରାଯାଇପାରିବ। ଆସନ୍ତା ଜାନୁଆରୀ ୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story