ରାଉରକେଲା: ପ୍ରେମିକାକୁ ହତ୍ୟା କଲେ କନେଷ୍ଟବଳ

ରାଉରକେଲା: ସୁନ୍ଦରଗଡ଼ ବୀରମିତ୍ରପୁର କପିଳାସ ଅଞ୍ଚଳରେ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମୃତ ଯୁବତୀଙ୍କ ଘର ରାଞ୍ଚିରେ। ସେ ପରୀକ୍ଷା ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ସିମଡେଗାକୁ ଆସିଥିଲେ। ଅତି ବୀଭତ୍ସ ଭାବେ ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜିତେନ୍ ଓରାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ପୋଲିସ ଜିତେନକୁ ଗିରଫ କରିଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଯୁବତୀଙ୍କୁ ଜିତେନ୍ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଜିତେନ୍ ଝାଡ଼ଖଣ୍ଡ ବାଶଂଯୋର ଥାନାରେ […]

murder

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 06:09 AM IST

ରାଉରକେଲା: ସୁନ୍ଦରଗଡ଼ ବୀରମିତ୍ରପୁର କପିଳାସ ଅଞ୍ଚଳରେ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମୃତ ଯୁବତୀଙ୍କ ଘର ରାଞ୍ଚିରେ। ସେ ପରୀକ୍ଷା ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ସିମଡେଗାକୁ ଆସିଥିଲେ। ଅତି ବୀଭତ୍ସ ଭାବେ ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜିତେନ୍ ଓରାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ପୋଲିସ ଜିତେନକୁ ଗିରଫ କରିଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଯୁବତୀଙ୍କୁ ଜିତେନ୍ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଜିତେନ୍ ଝାଡ଼ଖଣ୍ଡ ବାଶଂଯୋର ଥାନାରେ ଏପିଆର୍ କନେଷ୍ଟବଳ ଭାବେ କାମ କରନ୍ତି।

Related story