ରାଉରକେଲା: ମାଓ କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କଲେ ପୋଲିସ ଡିଜି

ରାଉରକେଲା: ରାଉରକେଲାରେ ମାଓ କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ଡିଜି ସଞ୍ଜୀବ ମାରିକ।  ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଡି.ଇ ସୁନୀଲ ରାୟ, ପଶ୍ଚିମାଞ୍ଚଳ ଆଇଜି ରାଧାକୃଷ୍ଣ ଶର୍ମା, ସୁନ୍ଦରଗଡ଼ ଏସପି ଆର ପ୍ରକାଶ,  ରାଉରକେଲା ଏସପି ଅନିରୁଦ୍ଧ ସିଂ, କେନ୍ଦୁଝର ଏସପି ଏବଂ ଜିଲ୍ଲାର ଅନ୍ୟାନ୍ୟ  ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହ ସିଆପିଏଫ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

sanjib-marik

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 09:10 AM IST

Related story