ଅନମୋଲ୍‌ଙ୍କ ଆଇଡିଆ ମାଡ଼ ଖାଇଗଲା, ପୁଲିସ୍ ବାନ୍ଧି ନେଲା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ବିଲ୍‌ଡର ଅନମୋଲ୍‌ ସିଂହଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା ନୂଆମୋଡ଼ ନେଇଛି। ଅନମୋଲ୍‌ ନିଜ ଗାଡ଼ି ଉପରକୁ ନିଜେ ଗୁଳିମାଡ଼ କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିବା ପୁଲିସ୍‌ ଅନୁସନ୍ଧାନରୁ ଜାଣିପାରିଛି। ଏହି ଘଟଣାରେ ପୁଲିସ୍‌ ଅନମୋଲ୍‌ଙ୍କ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍‌ ୮ ଜଣଙ୍କୁ ଅଟକ ରଖି […]

car

car

Jitendra Garnayak
  • Published: Saturday, 22 December 2018
  • Updated: 22 December 2018, 10:55 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ବିଲ୍‌ଡର ଅନମୋଲ୍‌ ସିଂହଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା ନୂଆମୋଡ଼ ନେଇଛି।

ଅନମୋଲ୍‌ ନିଜ ଗାଡ଼ି ଉପରକୁ ନିଜେ ଗୁଳିମାଡ଼ କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିବା ପୁଲିସ୍‌ ଅନୁସନ୍ଧାନରୁ ଜାଣିପାରିଛି।

ଏହି ଘଟଣାରେ ପୁଲିସ୍‌ ଅନମୋଲ୍‌ଙ୍କ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍‌ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତ ଡିସେମ୍ୱର ୧୦ ତାରିଖ ରାତିରେ ବିଜୁ ଏକ୍ସପ୍ରେସ ୱେର ମାଣ୍ଡିଆ କୁଦର ନିକଟରେ ତାଙ୍କ କାର୍‌ ଉପରକୁ ଗୁଳିମାଡ଼ ହୋଇଥିବା ନେଇ ବ୍ରହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ ଅନମୋଲ୍‌।

ପୂର୍ବରୁ ୨୦୦୯ ଓ ୨୦୧୧ ମସିହାରେ ବି ତାଙ୍କ ଗାଡ଼ିକୁ ଗୁଳିମାଡ଼ ହୋଇଥିଲା। ଏଭଳି ଗୁଳିମାଡ଼ କରାଇ ସେ ପୁଲିସ୍‌ ସୁରକ୍ଷା ନେଉଥିଲେ ବୋଲି କୁହାଯାଉଛି।

https://youtu.be/2dAPPWoopec

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story