ରାୟଗଡା: ଡଙ୍ଗରିଆ କନ୍ଧ ସାମାଜିକ ଚଳଣି ସମ୍ପର୍କିତ ବୈଠକ

ରାୟଗଡା: ରାୟଗଡ଼ା ଜିଲା ପାରସାଲିଠାରେ ଡଙ୍ଗରିଆ କନ୍ଧଙ୍କ ସାମାଜିକ, ଅର୍ଥନୈତିକ ଓ ଜୀବିକା ନିର୍ବାହ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଡଙ୍ଗରିଆ ନେତା ସିକକା ଲଦଙ୍କ ନେତୃତ୍ୟରେ ହୋଇଥିବା ଏହି ବୈଠକରେ ଡଙ୍ଗରିଆ କନ୍ଧଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଦ୍ୟୁତ, ପିଇବା ପାଣି ଯୋଗାଣ, ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକ ପୂର୍ବରୁ ନିୟମ ଗିରି ପାହାଡ଼ରେ ଉତ୍ପାଦନ ହେଉଥିବା […]

dangaria

dangaria

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 04:16 AM IST

Sports

Latest News

ରାୟଗଡା: ରାୟଗଡ଼ା ଜିଲା ପାରସାଲିଠାରେ ଡଙ୍ଗରିଆ କନ୍ଧଙ୍କ ସାମାଜିକ, ଅର୍ଥନୈତିକ ଓ ଜୀବିକା ନିର୍ବାହ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଡଙ୍ଗରିଆ ନେତା ସିକକା ଲଦଙ୍କ ନେତୃତ୍ୟରେ ହୋଇଥିବା ଏହି ବୈଠକରେ ଡଙ୍ଗରିଆ କନ୍ଧଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଦ୍ୟୁତ, ପିଇବା ପାଣି ଯୋଗାଣ, ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକ ପୂର୍ବରୁ ନିୟମ ଗିରି ପାହାଡ଼ରେ ଉତ୍ପାଦନ ହେଉଥିବା ସାମଗ୍ରୀକୁ ବିକ୍ରିବଟା ପାଇଁ ଏକ ଆଦିବାସୀ ବଜାର ଖଲିବା ନିମନ୍ତେ ପାରସାଲିଠାରେ ଜିଲ୍ଲାପାଲ ଭୂମିପୂଜା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos