ରାୟଗଡା : ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ୨ ମୃତ, ୨୫ ଆହତ

ରାୟଗଡା: ରାୟଗଡା ନିକଟ ପିପଳଗୁଡ଼ା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାନ୍ଧୁବାଡିରୁ ରାୟଗଡ଼ା ଅଭିମୁଖେ ଆସୁଥିବା ମେହବୁବ୍ ନାମକ ଯାତ୍ରୀବାହୀ ବସ୍ ପିପଳଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

rayagada

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 09:20 AM IST

Related story