ସଚିବ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଚିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ନିକୁଞ୍ଜ ବିହାରୀ ଧଳ ହେଲେ ସ୍ୱାସ୍ଥ୍ୟ ସଚିବ। ଅପରପକ୍ଷେ ସ୍ୱାସ୍ଥ୍ୟ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦା ହେଲେ ପରିବହନ ସଚିବ। ମେହେର୍ଦ୍ଦାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। IPS ଅରୁଣ ବୋଥ୍ରାଙ୍କୁ OSRTC ଏମ୍‌ଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ୟେଦୁଲା ବିଜୟ ହେଲେ ଯୋଜନା-ସଂଯୋଜନା ବିଭାଗ ଉପ […]

state-1-1

state-1-1

Niharika Rout
  • Published: Thursday, 02 January 2020
  • Updated: 02 January 2020, 03:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଚିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ନିକୁଞ୍ଜ ବିହାରୀ ଧଳ ହେଲେ ସ୍ୱାସ୍ଥ୍ୟ ସଚିବ।

ଅପରପକ୍ଷେ ସ୍ୱାସ୍ଥ୍ୟ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦା ହେଲେ ପରିବହନ ସଚିବ। ମେହେର୍ଦ୍ଦାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। IPS ଅରୁଣ ବୋଥ୍ରାଙ୍କୁ OSRTC ଏମ୍‌ଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ୟେଦୁଲା ବିଜୟ ହେଲେ ଯୋଜନା-ସଂଯୋଜନା ବିଭାଗ ଉପ ସଚିବ। ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ମହାନଗର ନିଗମ କମିଶନର ହୋଇଥିବା ବେଳେ ତାଙ୍କୁ ରାଉରକେଲା ସ୍ମାର୍ଟ ସିଟି ସିଇଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story