ମିଳିଲା ୪.୩୭ କୋଟିର ସମ୍ପତ୍ତି, ଗିରଫ ହେଲେ ଅବସରପ୍ରାପ୍ତ ରେଞ୍ଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା।  ଗତକାଲି ଅଭୟ ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ୪.୩୭ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,  କଟକ ତୁଳସୀପୁରସ୍ଥିତ ମହୁମାଛି ଗଳିରେ ଥିବା ଅବସରପ୍ରାପ୍ତ ରେଞ୍ଜର ଅଭୟଙ୍କ ବାସଭବନରେ ଗତକାଲି ରାଜ୍ୟ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ ଚଢ଼ାଉ ହୋଇଥିଲା।  ଭିଜିଲାନ୍ସର ୫ ଟି […]

ranger

ranger

Niharika Rout
  • Published: Wednesday, 19 August 2020
  • Updated: 19 August 2020, 02:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା।  ଗତକାଲି ଅଭୟ ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ୪.୩୭ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,  କଟକ ତୁଳସୀପୁରସ୍ଥିତ ମହୁମାଛି ଗଳିରେ ଥିବା ଅବସରପ୍ରାପ୍ତ ରେଞ୍ଜର ଅଭୟଙ୍କ ବାସଭବନରେ ଗତକାଲି ରାଜ୍ୟ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ ଚଢ଼ାଉ ହୋଇଥିଲା।  ଭିଜିଲାନ୍ସର ୫ ଟି ଟିମ୍ ଅଭୟଙ୍କ କଟକ ଘର ସମେତ ଭୁବନେଶ୍ୱରରେ ଥିବା ୩ ମହଲା ବିଲ୍ଡିଂ, ବାଲୁଗାଁସ୍ଥିତ କାର୍ଯ୍ୟାଳୟ,  ବଙ୍ଗଳପୁରସ୍ଥିତ ନିଜ ଘର, ଶ୍ୱଶୁର ଘରେ ରେଡ୍ କରିଥିଲେ ।

କଟକସ୍ଥିତ ବାସଭବନରୁ ରେଡ୍ ସମୟରେ ଅନେକ ଆସବାପତ୍ର, ଟଙ୍କା,ସୁନା,ଜମି ଓ ୨ଟି ବନ୍ଧୁକ ଠାବ ହୋଇଥିଲା। ଠାବ ହୋଇଥିବା ସମସ୍ତ ସମ୍ପତ୍ତିର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଥିବା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର ଆଡିସନାଲ ଏସ୍‌ପି ଗଣମାଧ୍ୟମକୁ  କହିଥିଲେ।  ଏହା ପୂର୍ବରୁ ମଧ୍ୟ ଭିଜିଲାନ୍ସ ରେଡ୍‌ର ସାମ୍ନା କରିଥିବା ଅଭୟ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story