ସୀମା ବିବାଦକୁ ନେଇ ମୁହଁ ଖୋଲିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଜି ପୁଣି ଆଲୋଚନା ହୋଇଛି। ସୀମା ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରଦୀପ୍ତ କହିଛନ୍ତି, କୋଟିଆ ସମେତ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। କିନ୍ତୁ ଏହାର ଜବାବ ଆଜି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ।OdiO ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡ଼ୋଶୀ ରାଜ୍ୟକୁ ଲାଗି ଥିବା […]

kotia

kotia

Ranjit Kumar Jena
  • Published: Wednesday, 24 February 2021
  • Updated: 24 February 2021, 05:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଜି ପୁଣି ଆଲୋଚନା ହୋଇଛି। ସୀମା ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରଦୀପ୍ତ କହିଛନ୍ତି, କୋଟିଆ ସମେତ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। କିନ୍ତୁ ଏହାର ଜବାବ ଆଜି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ।OdiO

ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡ଼ୋଶୀ ରାଜ୍ୟକୁ ଲାଗି ଥିବା ବେଳେ ୭ଟି ଜିଲ୍ଲାରେ ସୀମା ବିବାଦ ଲାଗି ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ଗଞ୍ଜାମ, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ନୂଆପଡ଼ା। ତେବେ କୋରାପୁଟ ଜିଲ୍ଲାର କୋଟିଆ ବିବାଦ ସମ୍ପର୍କରେ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତର ରଖିଛନ୍ତି।

ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ଆନ୍ଧ୍ର ଜବାବର ପ୍ରତି ଜବାବ ଦାଖଲ ପାଇଁ ରାଜ୍ୟ ସରକାର ୪ ସପ୍ତାହ ସମୟ ମାଗିଛନ୍ତି। ଆନ୍ଧ୍ର ୧୭ ତାରିଖରେ ସତ୍ୟପାଠ ମାଧ୍ୟମରେ ଜବାବ ଦେଇଛି। ପୂର୍ବରୁ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ଓକିଲ କହିଥିଲେ।

ସେପଟେ ବିଧାନସଭାରେ ମନ୍ତ୍ରୀ ଯେଉଁ ଉତ୍ତର ରଖିଛନ୍ତି, ତାକୁ ହାସ୍ୟାସ୍ପଦ କହିଲେ ବିଜେପି ବିଧାୟକ ମୋହନ ମାଝୀ। ସୀମା ପ୍ରସଙ୍ଗରେ ରାଜ୍ୟ ସରକାର ପୂରା ଉଦାସୀନ। ଆମେ କହିଲୁ ଯେ ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସବୁ ବିଧାୟକଙ୍କୁ ଡାକନ୍ତୁ। ଆମେ ମଧ୍ୟ ଯିବା ପାଇଁ ପ୍ରସ୍ତୁତ। କେବଳ ୫ ମିନିଟ୍ ପାଇଁ ଗଲେ, କୋଟିଆ ବିବାଦର ସମଧାନ ହେବା ସହ ୧୪ ଜିଲ୍ଲାର ଯେଉଁ ୪ ରାଜ୍ୟ ସହ ଥିବା ସମସ୍ୟା ଦୂର ହୋଇଯିବ। କିନ୍ତୁ ସରକାର ଏହା କଲେ ନାହିଁ। ଏ ପ୍ରସଙ୍ଗରେ ସରକାର ହାତ ଟେକି ଦେଇଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାର ପ୍ରସାଦବାହିନୀ ପତି କହିଛନ୍ତି, ମୁଖ୍ୟମନ୍ତ୍ରୀ କି ରାଜସ୍ୱ ମନ୍ତ୍ରୀ ଥରୁଟିଏ ବି କୋଟିଆ ଯାଇନାହାନ୍ତି। ନଦୀ ଉପରେ ଆନ୍ଧ୍ର ଡ଼୍ୟାମ ନିର୍ମାଣ କରୁଛି, ପୋଲାଭରମ ପ୍ରକଳ୍ପ କରୁଛି, ମହାନଦୀ ପାଣିକୁ ଛତିଶଗଡ଼ ଅଟକାଉଛି। ପଟାଙ୍ଗିରେ ୩ବର୍ଷ ଧରି ତହସିଲଦାର ନାହାନ୍ତି। ଆନ୍ଧ୍ରପ୍ରଦେଶର ବେପାରୀ ଜମି ମାଡିବସୁଛନ୍ତି। ସରକାର କଣ କରୁଛନ୍ତି। ନିର୍ବାଚନ ସମୟରେ ଓଡ଼ିଶା ପୁଲିସକୁ କାହିଁକି ନିୟୋଜିତ କଲେନି। ମା ଓ ମାଟି କଥା କହୁଥିବା ମୁଖ୍ୟମନ୍ତ୍ରୀ କାହିଁକି ନିର୍ବାଚନକୁ ବିରୋଧ କଲେନି। ଆଗାମୀ ଦିନରେ ରକ୍ତ ର ବହ୍ନି ଉଠିବ ରକ୍ତ ପାତ ହେବ। ମୁଖ୍ୟମନ୍ତ୍ରୀ କୋଟିଆ ରେ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କହିଛନ୍ତି ତାରା।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସହ ସୀମା ବିବାଦର ସମାଧାନ ନେଇ ଆସନ୍ତାକାଲି ମେଦିନାପୁରରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ବସିବ। ଏଥିରେ ସୀମା ଚିହ୍ନଟ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story