ଫସଲ କ୍ଷୟକ୍ଷତି ଆକଳନ କରିବାକୁ ଯାଇଥିବା ଆରଆଇଙ୍କୁ ଗଳାଧକ୍କା ଦେଲେ ଚାଷୀ, ଦେଖନ୍ତୁ ଭିଡିଓ

ପୁରୀ (ଓନିଶା ରିପୋର୍ଟର): ଫସଲ କ୍ଷୟକ୍ଷତି ଆକଳନ ବେଳେ ଜଣେ ଆରଆଇଙ୍କୁ ଆକ୍ରମଣ କରାଯାଇଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ହଳଦିଆପଡ଼ା ଗାଁରେ। ଗତ ୧୯ ତାରିଖରେ କଣାସ ତହସିଲ ଅନ୍ତର୍ଗତ ଗଡ଼ ସାନପୁଟ ଆରଆଇ ବିଷ୍ଣୁ ଚରଣ ମହାପାତ୍ର ପ୍ରଭାବିତ ଅଞ୍ଚଳ ବୁଲି ଧାନ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରୁଥିବା ବେଳେ ଜଣେ ଚାଷୀ ତାଙ୍କୁ ପାଣି ଭିତରେ ଗଳାଧକ୍କା ମାରିଥିବା ଅଭିଯୋଗ ହୋଇଛି।

ଆକ୍ରମଣକାରୀ ଚାଷୀଙ୍କ ବିରୋଧରେ କଣାସ ଥାନାରେ ଆରଆଇ ଏତଲା ଦେଇଛନ୍ତ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, କ୍ଷୟକ୍ଷତିର ଆକଳନ ବେଳେ ଚାଷୀ ଜଣଙ୍କ ତାଙ୍କୁ କ୍ଷତିର ପରିମାଣ ୬୦ ବଦଳରେ ୯୦ ପ୍ରତିଶତ ଲେଖିବାକୁ କହିଥିଲେ। ଏଥିରେ ରାଜି ନହେବାରୁ ଚାଷୀ ଜଣଙ୍କ ତାଙ୍କୁ ବିଲ ଭିତରେ ଆକ୍ରମଣ କରିଥିଲେ।

ଏହି ଘଟଣାର ପ୍ରତିବାଦରେ ରାଜସ୍ୱ କ୍ଷେତ୍ରାଧିକାରୀ ରାଜ୍ୟ ମହାସଂଘ ଆନ୍ଦୋଳନ ଧମକ ଦେଇଛି। ମହାସଂଘ ସଭାପତି ବସନ୍ତ ମହାନ୍ତି ସୂଚନା ଦେଇ କହିଛନ୍ତି- “୩ ଦିନ ମଧ୍ୟରେ ଅଭିଯୁକ୍ତ ଚାଷୀଙ୍କୁ ଗିରଫ କରା ନଗଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ।”

Ordigital Desk
• Published: Friday, 24 November 2017
• Updated: 24 November 2017, 09:59 PM IST

Sports

Latest News

ପୁରୀ (ଓନିଶା ରିପୋର୍ଟର): ଫସଲ କ୍ଷୟକ୍ଷତି ଆକଳନ ବେଳେ ଜଣେ ଆରଆଇଙ୍କୁ ଆକ୍ରମଣ କରାଯାଇଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ହଳଦିଆପଡ଼ା ଗାଁରେ। ଗତ ୧୯ ତାରିଖରେ କଣାସ ତହସିଲ ଅନ୍ତର୍ଗତ ଗଡ଼ ସାନପୁଟ ଆରଆଇ ବିଷ୍ଣୁ ଚରଣ ମହାପାତ୍ର ପ୍ରଭାବିତ ଅଞ୍ଚଳ ବୁଲି ଧାନ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରୁଥିବା ବେଳେ ଜଣେ ଚାଷୀ ତାଙ୍କୁ ପାଣି ଭିତରେ ଗଳାଧକ୍କା ମାରିଥିବା ଅଭିଯୋଗ ହୋଇଛି।

ଆକ୍ରମଣକାରୀ ଚାଷୀଙ୍କ ବିରୋଧରେ କଣାସ ଥାନାରେ ଆରଆଇ ଏତଲା ଦେଇଛନ୍ତ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, କ୍ଷୟକ୍ଷତିର ଆକଳନ ବେଳେ ଚାଷୀ ଜଣଙ୍କ ତାଙ୍କୁ କ୍ଷତିର ପରିମାଣ ୬୦ ବଦଳରେ ୯୦ ପ୍ରତିଶତ ଲେଖିବାକୁ କହିଥିଲେ। ଏଥିରେ ରାଜି ନହେବାରୁ ଚାଷୀ ଜଣଙ୍କ ତାଙ୍କୁ ବିଲ ଭିତରେ ଆକ୍ରମଣ କରିଥିଲେ।

ଏହି ଘଟଣାର ପ୍ରତିବାଦରେ ରାଜସ୍ୱ କ୍ଷେତ୍ରାଧିକାରୀ ରାଜ୍ୟ ମହାସଂଘ ଆନ୍ଦୋଳନ ଧମକ ଦେଇଛି। ମହାସଂଘ ସଭାପତି ବସନ୍ତ ମହାନ୍ତି ସୂଚନା ଦେଇ କହିଛନ୍ତି- “୩ ଦିନ ମଧ୍ୟରେ ଅଭିଯୁକ୍ତ ଚାଷୀଙ୍କୁ ଗିରଫ କରା ନଗଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos