ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ସରକାରଙ୍କୁ ଚୂନ ଲଗାଇବା ଘଟଣା: ଦୁଇ ନିଲମ୍ୱିତ

<p>ଝାରସୁଗୁଡ଼ା: ଝାରସୁଗୁଡ଼ାରେ ମିଲର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ସରକାରଙ୍କୁ&nbsp; ୮ କୋଟି ଚୂନ ଲଗାଇଥିବା ଘଟଣାରେ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ବି ସନ୍ଦିପ ଗୁରୁ ନିଲମ୍ବିତ ହୋଇଛନ୍ତି। ଏହା ପୂର୍ବରୁ ଦାୟିତ୍ୱରେ ଅବହେଳା ପାଇଁ ଝାରସୁଗୁଡ଼ା ଓଡ଼ିଶା ଷ୍ଟେଟ୍&nbsp; ସିଭିଲ ସପ୍ଲାଇଜ୍ କର୍ପୋରେସନର ଝାରସୁଗୁଡ଼ା ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ସୁପରଭାଇଜରଙ୍କୁ ନିଲମ୍ବିତ କରାଯାଇଥିଲା। ସିନିୟର ଆକାଉଣ୍ଟ ସୁପରଭାଇଜର ଥିବା ଚିନ୍ତାମଣି ନାୟକଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।</p> <p>ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ସେ କେବଳ ଭୁବନେଶ୍ୱର ସ୍ଥିତ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ରହିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।</p>

Ordigital Desk
  • Published: Tuesday, 05 December 2017
  • Updated: 05 December 2017, 02:09 PM IST
<p>ଝାରସୁଗୁଡ଼ା: ଝାରସୁଗୁଡ଼ାରେ ମିଲର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ସରକାରଙ୍କୁ&nbsp; ୮ କୋଟି ଚୂନ ଲଗାଇଥିବା ଘଟଣାରେ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ବି ସନ୍ଦିପ ଗୁରୁ ନିଲମ୍ବିତ ହୋଇଛନ୍ତି। ଏହା ପୂର୍ବରୁ ଦାୟିତ୍ୱରେ ଅବହେଳା ପାଇଁ ଝାରସୁଗୁଡ଼ା ଓଡ଼ିଶା ଷ୍ଟେଟ୍&nbsp; ସିଭିଲ ସପ୍ଲାଇଜ୍ କର୍ପୋରେସନର ଝାରସୁଗୁଡ଼ା ଜିଲ୍ଲା ପରିଚାଳକଙ୍କ କାର୍ଯ୍ୟାଳୟର ଆକାଉଣ୍ଟ ସୁପରଭାଇଜରଙ୍କୁ ନିଲମ୍ବିତ କରାଯାଇଥିଲା। ସିନିୟର ଆକାଉଣ୍ଟ ସୁପରଭାଇଜର ଥିବା ଚିନ୍ତାମଣି ନାୟକଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।</p><p>ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ସେ କେବଳ ଭୁବନେଶ୍ୱର ସ୍ଥିତ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ରହିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos