ଖୋଲିଲା ମଣ୍ଡି, ଆରମ୍ଭ ହେଲା ଧାନକିଣା

<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଆଜିଠାରୁ ମଣ୍ଡି ଖୋଲିଛି। ସମ୍ବଲପୁର ଜିଲ୍ଲାରୁ ଆରମ୍ଭ ହୋଇଛି ଖରିଫ ଧାନ କିଣା। ଏଥିପାଇଁ ପୂର୍ବରୁ ପ୍ରାଶାସନିକ ପ୍ରସ୍ତୁତି ସରିଥିଲା। ସମ୍ବଲପୁର ବରେଇପାଲି ଧାନ ମଣ୍ଡିରେ ଚାଷୀ ଧାନ ବିକ୍ରି ଆରମ୍ଭ କରିଛନ୍ତି। ମିଲର୍ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଧାନ କିଣା ଯାଉଛି। ସୁରୁଖୁରୁରେ ଧାନ କିଣା ଓ ଚାଷୀମାନେ ଯେମିତି ଠିକ୍&zwnj;ରେ ପ୍ରାପ୍ୟ ପାଇବେ, ସେଥିପାଇଁ ସବୁ ବ୍ୟବସ୍ଥା ହୋଇଛି।</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 06:37 PM IST
<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଆଜିଠାରୁ ମଣ୍ଡି ଖୋଲିଛି। ସମ୍ବଲପୁର ଜିଲ୍ଲାରୁ ଆରମ୍ଭ ହୋଇଛି ଖରିଫ ଧାନ କିଣା। ଏଥିପାଇଁ ପୂର୍ବରୁ ପ୍ରାଶାସନିକ ପ୍ରସ୍ତୁତି ସରିଥିଲା। ସମ୍ବଲପୁର ବରେଇପାଲି ଧାନ ମଣ୍ଡିରେ ଚାଷୀ ଧାନ ବିକ୍ରି ଆରମ୍ଭ କରିଛନ୍ତି। ମିଲର୍ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଧାନ କିଣା ଯାଉଛି। ସୁରୁଖୁରୁରେ ଧାନ କିଣା ଓ ଚାଷୀମାନେ ଯେମିତି ଠିକ୍&zwnj;ରେ ପ୍ରାପ୍ୟ ପାଇବେ, ସେଥିପାଇଁ ସବୁ ବ୍ୟବସ୍ଥା ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos