ରାସ୍ତାକଡ଼କୁ ଓଲଟିଲା ଟ୍ରକ୍‌: ହେଲପର୍ ମୃତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସୁବର୍ଣ୍ଣପୁର ଦେଇ ଯାଇଥିବା ଏନ୍‌ଏଚ୍‌-୫୭ରେ ଆଜି ସକାଳ ପ୍ରାୟ ୫ଟା ବେଳେ ସୁବର୍ଣ୍ଣପୁରରୁ ବଲାଙ୍ଗିର ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ମଳମୁଣ୍ଡା ପେଟ୍ରୋଲ୍ ପମ୍ପ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଟ୍ରକ୍‌ ତଳେ ଚାପି ହୋଇ ହେଲ୍‌ପରର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜିତ୍‌ ଚିନୟନ୍‌। ଅଜିତ୍‌ଙ୍କ ଘର ତାମିଲନାଡୁର ରଶିପୂରମ୍‌ ଅଞ୍ଚଳରେ ବୋଲି ଜଣାପଡ଼ିଛି । ପୁଇଁନ୍ତଲା ପୁଲିସ୍‌ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି […]

accident

accident

Jitendra Garnayak
  • Published: Tuesday, 21 August 2018
  • Updated: 21 August 2018, 07:01 AM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସୁବର୍ଣ୍ଣପୁର ଦେଇ ଯାଇଥିବା ଏନ୍‌ଏଚ୍‌-୫୭ରେ ଆଜି ସକାଳ ପ୍ରାୟ ୫ଟା ବେଳେ ସୁବର୍ଣ୍ଣପୁରରୁ ବଲାଙ୍ଗିର ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ମଳମୁଣ୍ଡା ପେଟ୍ରୋଲ୍ ପମ୍ପ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଟ୍ରକ୍‌ ତଳେ ଚାପି ହୋଇ ହେଲ୍‌ପରର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜିତ୍‌ ଚିନୟନ୍‌। ଅଜିତ୍‌ଙ୍କ ଘର ତାମିଲନାଡୁର ରଶିପୂରମ୍‌ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ପୁଇଁନ୍ତଲା ପୁଲିସ୍‌ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ପୁଲିସ୍ ଟ୍ରକ୍‌ ଡ୍ରାଇଭର  କେ.ଭିତ୍ତେକ ରାଜାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story